• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ?
VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ?

ବେଳେ ବେଳେ କୌଣସି କାରଣ ବଶତଃ ବାହାଘର ବିଳମ୍ବ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ଅଛି ଯେଉଁ ଉପାୟ ସାହାଯ୍ୟରେ ଅଟକି ଥିବା ବାହାଘର ଯଥାଶୀଘ୍ର ହୋଇଥାଏ । ବିଭିନ୍ନ କାରଣ ପାଇଁ କିମ୍ବା ରାଶି-ନକ୍ଷତ୍ରସ୍ଥିତି ଯୋଗୁଁ ବିବାହରେ ବିଳମ୍ବ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ?

କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ

  • ଗରିବ ଲୋକଙ୍କୁ ସୋମବାରରେ ଖାଇବା ଦାନ କରିବା ଦ୍ୱାରା ପୁଅମାନଙ୍କର ବାହାଘରକୁ ନେଇ ଉପୁଜୁଥିବା ବାଧାବିଘ୍ନ ଦୂରେଇ ଯାଇଥାଏ । ଏହା ସହିତ ପଲଙ୍କର ବାମ ପଟେ ଶୁଅନ୍ତୁ।
  • ଉଭୟ ପୁଅ ଝିଅ କର୍ପୁର ଆଣି ଗାଧୋଇବା ଘରେ ରଖନ୍ତୁ । କର୍ପୁର ଉଡିଯିବା ପରେ ଆଉ ଗୋଟିଏ କର୍ପୁର ସେଇ ସ୍ଥାନରେ ରଖନ୍ତୁ ଏମିତି କରିବା ଦ୍ୱାରା ବିବାହର ଲଗ୍ନ ଖୋଲିଥାଏ ।
  • ଗୁରୁବାର ଦିନ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧାନ୍ତୁ ଏହା କରିବା ଦ୍ୱାରା ଝିଅମାନଙ୍କର ବିବାହର ଲଗ୍ନ ଆସିଥାଏ । ଏହା ସହିତ ଗୁରୁବାର ଦିନ ହଳଦିଆ ପୋଷାକ ପରିଧାନ କରିବା ଆବଶ୍ୟକ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ? merrage

ପଢନ୍ତୁ ;

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ : ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଉଁ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ?

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More