VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଵପ୍ନ ଦେଖିଲେ କ’ଣ ଲାଭ ମିଳେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ନିଦରେ ଦେଖିଥିବା ସ୍ଵପ୍ନର ବହୁତ ମହତ୍ବପୂର୍ଣ ଅଛି । ଏହି ସ୍ଵପ୍ନରୁ ଆମେ ଜାଣିପାରିବା ଯେ ନିକଟ ଭବିଷ୍ୟତରେ ଆମ ସହ କ’ଣ ଘଟିବ । କିଛି ସ୍ୱପ୍ନ ଏମିତି ଥାଏ ଯାହା ଆମକୁ ସଙ୍କେତ ଦେଇଥାଏ ସଫଳତା ଓ ଉର୍ନ୍ନତି କରିବାକୁ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଵପ୍ନ ଦେଖିଲେ ଆମକୁ କି କି ଫାଇଦା ମିଳିବ ?

ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ସ୍ଵପ୍ନ ଓ ତା ‘ର ଫଳ :-

  • କୁମ୍ଭାର ମାଟି ପାତ୍ର ଗଢୁ ଥିବାର ଦେଖନ୍ତି ତେବେ ଆପଣଙ୍କୁ ଅତି ଶୀଘ୍ର ସଫଳତା ମିଳିବ।
  • ସ୍ୱପ୍ନରେ ପାଚିଲା ଫଳ ଦେଖିବା ଅବା କେହି ଫଳ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖନ୍ତି ତାହେଲେ ଆପଣ ଧନ ସମ୍ପତି ବଢିବାର ସମ୍ଭାବନା ଅଛି ।
  • ଯଦି ଆପଣ ସ୍ଵପ୍ନରେ ଚାଉଳ ସ୍ଵପ୍ନ ଦେଖନ୍ତି ତେବେ ଜାଣିବେ ଆପଣଙ୍କର କାହା ସହ ଶତ୍ରୁତା ହେବ ।
  • ଆପଣ ସ୍ଵପ୍ନରେ ପୂଜା ପାଠ କରିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ସବୁ ଅସୁବିଧା ଦୂର ହେବ । ଆଉ କିଛି ବି ଅସୁବିଧା ହେବ ନାହିଁ ।
  • ଯଦି ସ୍ୱପ୍ନରେ ବଞ୍ଚିଲା ମାଛ ଦେଖନ୍ତି ତେବେ ଆପଣଙ୍କର ଚାକିର ସମସ୍ୟା ଦୂର ହେବ। ସ୍ୱପ୍ନରେ ସୁନା ପାତ୍ର ଦେଖିଲେ ଜାଣିବେ ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି ଓ ଧନ ପ୍ରାପ୍ତି ହେବ ।
  • ଗହଣା କିମ୍ବା ସୁନା ଜିନିଷ ସ୍ଵପ୍ନରେ ଦେଖୁଛନ୍ତି ତେବେ ଆପଣଙ୍କ କୌଣସି ଗୁରୁତ୍ଵ ପୂର୍ଣ କାମ ସଂପୂର୍ଣ୍ଣ ହେବ । ଆପଣ ସଫଳତା ପାଇବେ ।
  • ଧନ କାହାକୁ ଉଧାର ଦେଉଥିବା ସ୍ଵପ୍ନ ଦେଖିଲେ , ଅତ୍ୟଧିକ ଧନ ପ୍ରାପ୍ତିର ସୁଯୋଗ ରହିଛି ।
  • ରୁଟି ଖାଇବା ସ୍ଵପ୍ନ ଦେଖିଲେ , ଧନ ଲାଭ ଓ ରାଜଯୋଗ ।
  • କୌଣସି ବନ୍ଧୁଙ୍କ ସ୍ଵପ୍ନ ଦେଖିଲେ ଆପଣ ଜାଣିରଖନ୍ତୁ କି ଆପଣଙ୍କ ଶୁଭ ସମୟ ଆସିଗଲା ବୋଲି ଜାଣିବେ ।

ପଢନ୍ତୁ ;

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

Related posts

ଗର୍ଭବତୀ ମହିଳା ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Ratnamani Moharana

ଘରେ କେଉଁ ସବୁ ଜିନିଷ ରଖିଲେ ଦାରିଦ୍ରତା ବଢେ? ଜାଣନ୍ତୁ

ENO Beuro

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ENO Beuro

Leave a Comment