VASTU

ଶୋଇଲା ବେଳେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଚମକିବ ଆପଣଙ୍କ ଭାଗ୍ୟ

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଆପଣଙ୍କ ଭାଗ୍ୟ କେମିତି ଚମକିବ

ଆପଣ ମାନେ ଦେଖିଥିବେ ଚୋଟୋ ଛୁଆ ଶୋଇଲାବେଳେ ଡରି ଗଲେ  ତାଙ୍କ ତକିଆ ତଳେ କଇଁଚି କି ଛୁରୀ ରଖାଯାଏ । ଏମିତି କରାଯାଏ କାରଣ ଏହା ରହିବା ଦ୍ଵାରା ଆପଣଙ୍କ ପାଖକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଆଜି ଆମେ ଆପଣଙ୍କୁ ଏହି ଉପାୟ ଆଜି କହିବାକୁ ଯାଉଛୁ କି ତକିଆ ତଳେ ଏହି ସବୁ ଜିନିଷ ରଖିଲେ ଆପଣଙ୍କ ଭାଗ୍ୟ ବଦଳି ଜୀବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ତକିଆ ତଳେ କଇଁଚି କି ଛୁରୀ କିମ୍ବା କିଛି ବି ଲୁହା ଜିନିଷ ରଖିକି ଶୋଇବେ ତେବେ କିଛି ବି ଖରାପ ସ୍ଵପ୍ନ ଆପଣ ଦେଖିବେ  ନାହିଁ । ଏହା ଦ୍ଵାରା ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

ଜୀରାକୁ କପଡାରେ ବାନ୍ଧି ଶୋଇବା ସମୟରେ ତକିଆ ତଳେ ରଖିଲେ ଆପଣଙ୍କ ରାହୁ ଦୋଷ ଦୂର ହୁଏ । ଏମିତି କରିବା ଦ୍ଵାରା ଆପଣ ମାନସିକ ଚିନ୍ତାରୁ ମୁକ୍ତି ପାଇବେ । ଏହି ଉପାୟ ଦ୍ଵାରା ରାହୁର ପ୍ରଭାବ କମ ହୋଇଥାଏ ।

ଶୋଇଲା ସମୟରେ ତକିଆ ତଳେ ରସୁଣ ରଖି ସୋଇଲେ ଆପଣଙ୍କ ପାଖରେ ଶକରାତ୍ମକ ଶକ୍ତିର ସଞ୍ଚାର ହେବ । ଏହା ନକରାତ୍ମକ ଶକ୍ତିକୁ ଖତମ କରି ଦିଏ ।

ଯଦି ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଘର କରି ସାରିଛି ତେବେ ଶୋଇଲା ବେଳେ ରସୁଣ ତକିଆ ତଳେ ରଖି ସୁଅନ୍ତୁ ।

ପରୀକ୍ଷା ପାଇଁ ଡର ଲାଗୁଛି କି ? ତେବେ ବହିକୁ ତକିଆ ତଳେ ରଖି ସୁଅନ୍ତୁ । ଦେଖିବେ ଡର ଆପଣଙ୍କ ମନରୁ ଛାଡିଯିବ ।

ଯଦି ରାତିରେ ଶୋଇଲା ବେଳେ ଖରାପ ସ୍ଵପ୍ନ କିମ୍ବା ଡର ଲାଗୁଛି ତେବେ ହନୁମାନ ଚାଳିଶା ତକିଆ ତଳେ ରଖି ସୁଅନ୍ତୁ । ଦେଖିବେ କେବେ ବି ଡର ଲାଗିବ ନାହିଁ ।

ପଢନ୍ତୁ ;

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

 

Related posts

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ENO Beuro

କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା 

ENO Beuro

ବିବାହ ସମୟରେ ବର-କନିଆଙ୍କୁ କାହିଁକି ହଳଦୀ ଲଗାଯାଇଥାଏ? ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More