VASTU

ମରିବା ପୂର୍ବରୁ କ’ଣ କାମ କଲେ ଯମଦଣ୍ଡରୁ ମୁକ୍ତି ମିଳିବ ଜାଣନ୍ତୁ?

yamraj

ଆମ ସଂସାରର ଦୁଇଟି କଥା ସତ ଗୋଟିଏ ଜନ୍ମ ଓ ଗୋଟିଏ ମୃତ୍ୟୁ । ଏହି ସଂସାରରେ ଯିଏ ଜନ୍ମ ହେବ ସେ ଦିନେ ନା ଦିନେ ନିଶ୍ଚେ ମରିବ । ଭଲ କର୍ମ କରିଥିଲେ ମରିବା ପରେ ଯମପୁର ଅର୍ଥାତ ସ୍ଵର୍ଗ କୁ ଯାଆନ୍ତି ବୋଲି ପୁରାଣ ପୋଥିରେ କୁହାଯାଇଛି । ପୁରାଣରେ ଏମିତି ମଧ୍ୟ କୁହାଯାଇଛି ନିଜର କର୍ମ ଅନୁସାରେ ଯମରାଜ ଆମକୁ ଦଣ୍ଡ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଜାଣିବା ମରିବା ପୂର୍ବରୁ କ’ଣ ଏମିତି କାମ କଲେ ଯମଦଣ୍ଡରୁ ମୁକ୍ତି ମିଳିବ ?

ମରିବା ପୂର୍ବରୁ କ’ଣ  କାମ କଲେ ଯମଦଣ୍ଡରୁ ମୁକ୍ତି ପାଇବେ

  • ଭାଗବତ ପାଠ :- ଶାସ୍ତ୍ର ଅନୁସାରେ ମରିବା ସମୟରେ ଭାଗବତ ପାଠ କରିବା ଉଚିତ। ଯଦି ମୃତ୍ୟୁ ହେଉଥିବା ମଣିଷ ଭାଗବତ ଶ୍ରବଣ କରେ ତେବେ ଶରୀର ସାଂସାରିକ ମୋହରୁ ଉଦ୍ଧାର ପାଇଥାଏ ।

yamraj

  • ଗଙ୍ଗାଜଳ :- ଶାସ୍ତ୍ର ଅନୁସାରେ ମରିବା ସମୟରେ ଗଙ୍ଗାଜଳ ପାଟିରେ ଦିଆଯାଏ । ଏହାର ଅର୍ଥ ଗଙ୍ଗାଜଳ ପିଇବା ଦ୍ୱାରା ଆମ ଶରୀର ପବିତ୍ର ହେଇଥାଏ । ଯଦି ଶରୀର ପବିତ୍ର ଥାଏ ତେବେ ଯମଦଣ୍ଡ ମିଳିନଥାଏ ।
  • ତୁଳସୀ ପତ୍ର :- ଯଦି ମୃତ୍ୟୁ ସେଜରେ ଥିବା ମଣିଷ ମଥାରେ ତୁଳସୀ ପତ୍ର ରଖି ଦିଆଯାଏ ତେବେ ଆତ୍ମା ମୁକ୍ତି ପାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି ।

ପଢନ୍ତୁ ;ନନ୍ଦନକାନନରେ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି , ଉତ୍କଳ ଦିବସରୁ ଲାଗୁ

Related posts

ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ 

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ କୋଣରେ ପଶୁ ଓ ପକ୍ଷୀଙ୍କ ଫଟୋ ଲଗେଇଲେ କ’ଣ ହୁଏ ଜାଣନ୍ତୁ ?

ENO Beuro

ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ

ENO Beuro

1 comment

Leave a Comment