ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

ଉପହାରର ଅନ୍ୟକୁ ଦେବା କିମ୍ୱା ଅନ୍ୟଠାରୁ ଗ୍ରହଣ କରିବା ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ସମୟରେ ଆମ ଅନ୍ୟଠାରୁ କିଛି ଏମିତି ଉପହାର ଗ୍ରହଣ କରିଥାଆନ୍ତି ଯାହା ଦ୍ୱାରା ଆମ ଖୁସି ଉପରେ ଗ୍ରହଣ ଲାଗିପାରେ । ତେଣୁ କାହାଠାରୁ ଉପହାର ଗ୍ରହଣ କରିବା ପୂର୍ବରୁ ଭାବିଚିନ୍ତି ଗ୍ରହଣ କରନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପହାର ଅନ୍ୟଠାରୁ ଗ୍ରହଣ କରିବା ଅନୁଚିତ ଜାଣନ୍ତୁ :-

  • ହିଂସ୍ର ପଶୁ ଅର୍ଥାତ ସିଂହ, ବାଘ କିମ୍ୱା ଚିତାର ମୂର୍ତ୍ତିକୁ ଉପହାରରେ ଗ୍ରହଣ କରନ୍ତୁ ନାହିଁ । ଏହି ସବୁ ପଶୁଙ୍କ ମୂର୍ତ୍ତିକୁ ଉପହାର ମଧ୍ୟ ଦିଅନ୍ତୁ ନାହିଁ ।
  • କୌଣସି ପ୍ରକାର ଜାହାଜ କିମ୍ୱା ଡଙ୍ଗାକୁ ଉପହାର ଭାବେ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଆର୍ଥିକସ୍ଥିତି ଖରାପ ହୋଇଥାଏ ।
  • କଳା ବସ୍ତ୍ରକୁ କେବେ କାହାରି ଠାରୁ ଉପହାରରେ ଗ୍ରହଣ କରନ୍ତୁ ନାହିଁ । ଏହାକୁ ଅଶୁଭ ମନା ଯାଇଥାଏ । ଏହା ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରିଦେଇଥାଏ । ଏହାକୁ ମୃତ୍ୟୁକାରକ ମଧ୍ୟ କୁହାଯାଇଥାଏ ।
  • ହାତ ହତିଆର ଜିନିଷ କାହାରି ଠାରୁ ଉପହାରରେ ଗ୍ରହଣ କରନ୍ତୁ ନାହିଁ। ଉଦାହରଣ ସ୍ୱରୁପ ଛୁରୀ। ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ ।
  • କାହାରିଠାରୁ ରୁମାଲ ଉପହାର ଗ୍ରହଣ କରିବା ଅନୁଚିତ କାରଣ ଏହା ଦୁଃଖର କାରଣ ହୋଇଥାଏ ।
  • କାହାରିକୁ ଉପହାରରେ ଯୋତା ଦେବା ଅବା ଗ୍ରହଣ କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ ।
  • ଏହି ଜିନିଷକୁ ଉପହାର ରୂପରେ ଗ୍ରହଣ କରିବା ଅନୁଚିତ ।

ପଢନ୍ତୁ ;

ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ !

କାହାରିଠାରୁ ରୁମାଲ ଉପହାର ଗ୍ରହଣ କରିବା ଅନୁଚିତ କାରଣ ଏହା ଦୁଃଖର କାରଣ ହୋଇଥାଏ - 91%

91%

କାହାରିକୁ ଉପହାରରେ ଯୋତା ଦେବା ଅବା ଗ୍ରହଣ କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ - 88%

88%
89.5%

Very Good!

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

ଉପହାରର ଅନ୍ୟକୁ ଦେବା କିମ୍ୱା ଅନ୍ୟଠାରୁ ଗ୍ରହଣ କରିବା ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ସମୟରେ ଆମ ଅନ୍ୟଠାରୁ କିଛି ଏମିତି ଉପହାର ଗ୍ରହଣ କରିଥାଆନ୍ତି ଯାହା ଦ୍ୱାରା ଆମ ଖୁସି ଉପରେ ଗ୍ରହଣ ଲାଗିପାରେ । ତେଣୁ କାହାଠାରୁ ଉପହାର ଗ୍ରହଣ କରିବା ପୂର୍ବରୁ ଭାବିଚିନ୍ତି ଗ୍ରହଣ କରନ୍ତୁ ।

No Votes Yet

You're not rated yet