VASTU

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

By Krishna Kumar Manoj

August 29, 2018

ଉପହାର ଅନ୍ୟକୁ ଦେବା କିମ୍ୱା ଅନ୍ୟଠାରୁ ଗ୍ରହଣ କରିବା ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ସମୟରେ ଆମ ଅନ୍ୟଠାରୁ କିଛି ଏମିତି ଉପହାର ଗ୍ରହଣ କରିଥାଆନ୍ତି ଯାହା ଦ୍ୱାରା ଆମ ଖୁସି ଉପରେ ଗ୍ରହଣ ଲାଗିପାରେ । ତେଣୁ କାହାଠାରୁ ଉପହାର ଗ୍ରହଣ କରିବା ପୂର୍ବରୁ ଭାବିଚିନ୍ତି ଗ୍ରହଣ କରନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପହାର ଅନ୍ୟଠାରୁ ଗ୍ରହଣ କରିବା ଅନୁଚିତ ଜାଣନ୍ତୁ :-

ପଢନ୍ତୁ ;ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ !