VASTU

ବିବାହରେ କୁଣ୍ଡୁଳି ଦେଖିବା ପୂର୍ବରୁ ଦେଖନ୍ତୁ ଝିଅର ଆଙ୍ଗୁଳି , ଜାଣନ୍ତୁ କାରଣ କ’ଣ ?

ବାସ୍ତୁଶାସ୍ତ୍ର ଅନୁସାରେ ବିବାହରେ ସମସ୍ତେ କୁଣ୍ଡୁଳି କିମ୍ବା ଜାତକ ମିଳାଇ ବିବାହ ଠିକ କରିଥାଆନ୍ତି । ଯଦି ଝିଅ ଦେଖିବା ପାଇଁ ଯାଉଛନ୍ତି ଝିଅର ଆଙ୍ଗୁଳିକୁ ଲକ୍ଷ କରନ୍ତୁ । ଆପଣଙ୍କ ପୁଅ ପାଇଁ ଝିଅ କେତେ ସୌଭାଗ୍ୟବତୀ ହେବ ତାହା ଆଙ୍ଗୁଳି ଜଣି ପାରିବେ । ଜାଣନ୍ତୁ କେମିତିକା ଆଙ୍ଗୁଳିର ଝିଅ ସୌଭାଗ୍ୟବତୀ ହୋଇଥାନ୍ତି ।

ବିବାହ ଟିପ୍ସ :-

  • ଯେଉଁ ଝିଅଙ୍କ ଆଙ୍ଗୁଳି ଗୋଲ ଏବଂ ଲମ୍ବା ହୋଇଥାଏ ସେମାନେ ନିଜର ତଥା ତାଙ୍କ ବିବାହ ପରେ ପତିଙ୍କ ପାଇଁ ଖୁବ ସୌଭାଗ୍ୟବତୀ ହୋଇଥାନ୍ତି।
  • ଚିକ୍କଣ, ସିଧା ଓ ଗଣ୍ଠି ଥିବା ଆଙ୍ଗୁଳିର ଝିଅ ବିବାହ ପରେ ସୁଖ ଶାନ୍ତି ଆଣନ୍ତି ।
  • ଆଙ୍ଗୁଳିର ଅଗ୍ର ଭାଗ ପତଳା ଓ ପାଦର ସବୁ ଆଙ୍ଗୁଳି ସମାନ ହୋଇଥିଲେ ବୈବାହିକ ସୁଖ ଶାନ୍ତି ମିଳେ ।
  • ଯେଉଁ ଝିଅଙ୍କର ଆଙ୍ଗୁଳି ଛୋଟ, ସେମାନେ ଅଧିକ ଖର୍ଚ୍ଚି ।ଏହି ମହିଳାଙ୍କ ଜୀବନରେ ଖୁବ କଷ୍ଟ ଆସିଥାଏ ।
  • ଦୁଇ ହାତର ଆଙ୍ଗୁଳି ଯୋଡିଲେ ଯଦି ଖାଲି ସ୍ଥାନ ଦେଖାଯାଏ ତେବେ ସେହି ଝିଅମାନଙ୍କ ଜୀବନରେ ମଧ୍ୟମ ସୁଖ ରହିଛି ।
  • ଯେଉଁ ଝିଅଙ୍କ ଆଙ୍ଗୁଳିରେ ଚାରି ପର୍ବ ରହିଛି, ଆଙ୍ଗୁଳି ଛୋଟ ଏବଂ ମାଂସ କମ ତେବେ ସେମାନେ ପତି ଓ ନିଜ ପାଇଁ ଭାଗ୍ୟଶାଳୀ ହୋଇନଥାନ୍ତି ।
  • ଯେଉଁ ଝିଅଙ୍କ ଆଙ୍ଗୁଳି ଉପରେ ଲୋମ ରହିଥାଏ ସେମାନଙ୍କ ପତିଙ୍କୁ ବୈବାହିକ ଜୀବନରେ ଖୁବ କଷ୍ଟର ସମ୍ମୁଖୀନ କରିବାକୁ ପଡିଥାଏ ।
  • ଝିଅଙ୍କ ଆଙ୍ଗୁଳିରେ ତିନି ପର୍ବ ହୋଇଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସମସ୍ତ ସୁଖ ମିଳିଥାଏ ।

ପଢନ୍ତୁ ;

ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Related posts

ଜ୍ୟୋତିଷଶାସ୍ତ୍ର ଅନୁସାରେ,ପାଖରେ ମୟୂରପଙ୍ଖ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ଘରେ କେଉଁ ସବୁ ଜିନିଷ ରଖିଲେ ଦାରିଦ୍ରତା ବଢେ? ଜାଣନ୍ତୁ

ENO Beuro

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More