VASTU

ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

ନୂଆ ନୂଆ ପୋଷାକ କିଣି ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ଏହି ନୂଆ ପୋଷାକ ଜୀବନରେ ଦୁର୍ଭାଗ୍ୟର କାରଣ ହୁଏ, ତେବେ ଆପଣ କ’ଣ ପୋଷାକ କିଣିବା ଛାଡି ଦେବେ ? ବାସ୍ତୁଶାସ୍ତ୍ର ଅନୁସାରେ ନୂଆ ପୋଷାକରେ ନକରାତ୍ମକ ଶକ୍ତି ରହିଥାଏ । ଯାହା ମନ ଖରାପର କାରଣ ହୋଇଥାଏ । ଫଳରେ କିଛି ଶୁଭ କାମ ଅସଫଳ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ରାଶି ହିସାବରେ ନୂଆ ପୋଷାକ ଚୟନ କରିବେ ତେ​‌ବେ ଏପରି ସମସ୍ୟା  ଦେଖା ଦେଇ ନଥାଏ ।

ରାଶି ଅନୁସାରେ ଚୟନ କରନ୍ତୁ ପୋଷାକ

ମେଷ :-  ବାସ୍ତୁଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକମାନେ ହାଲୁକା ରଙ୍ଗର ଓ ଭଦ୍ରଚିତ ପୋଷାକ ପିନ୍ଧିବା ଉଚିତ । ସବୁ କାମ ଶୁଭ ହୋଇଥାଏ ।

ବୃଷ :- ବୃଷ ରାଶିର ଲୋକମାନେ ଚମକିଲା ଓ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧିବା ଉଚିତ୍ । ଏହା ସହ ବୟସ ତୁଳନାରେ କମ୍ ଲାଗୁଥିବା ପୋଷାକ ପିନ୍ଧିବା ଉଚିତ୍ ।

ମିଥୁନ ରାଶି :-  ବାସ୍ତୁଶାସ୍ତ୍ର ଅନୁସାରେ ଏହି ରାଶିର ଲୋକେ ପୋଷାକ ପରିଧାନରେ ବହୁତ ସତର୍କ ରହିଥାନ୍ତି । ଏମାନେ ରଙ୍ଗ ବେରଙ୍ଗ ବା ସୌଖିନ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ।

କର୍କଟ :- ଏହି ରାଶିର ଲୋକମାନେ ନିଜ ମୁଡ ହିସାବରେ ପୋଷାକ ପିନ୍ଧିଥାନ୍ତି । ମନ ଭଲ ଥିଲେ ଭଲ ପୋଷାକ ଓ ମନ ଖରାପ ଥିଲେ ଖରାପ ପୋଷାକ ପିନ୍ଧିଥାନ୍ତି ।

ସିଂହ :-  ବାସ୍ତୁଶାସ୍ତ୍ର ଅନୁସାରେ ଏହି ରାଶିର ଲୋକମାନେ ସଫା ସୁତୁରା ପୋଷାକ ପରିଧାନ କରବା ଉଚିତ୍ । ଫଳରେ ଜୀବନରେ ସଂଘର୍ଷ କମ୍ ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ colour dress 300x147
ପଢନ୍ତୁ ;

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

Related posts

ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବା ପଛରେ ଥିବା ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା!

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

ENO Beuro

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More