ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ଏମିତି କିଛି କାରଣ ବର୍ଣ୍ଣନା କରାଯାଇଛି ଯେଉଁ କାରଣ କିମ୍ବା ଲକ୍ଷଣ କହେ ଘରେ ବାସ୍ତୁଦୋଷ ଅଛି ଯାହା କାରଣରୁ ଧନର ଅଭାବ ଦେଖାଯାଉଛି । ଯାହାକୁ ଆପଣ ଅଣଦେଖା କଲେ ଅସୁବିଧାରେ ପଡି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣରୁ ଆପଣ ଜାଣିପାରିବେ କି ଘରେ ବାସ୍ତୁଦୋଷ ଅଛି ବୋଲି ?

ଘରେ ବାସ୍ତୁଦୋଷ ଅଛି ଏହି ସବୁ ଲକ୍ଷଣରୁ ଜାଣନ୍ତୁ :-

  • ଘରର ଛାତରୁ ଅଳିଆ ଏବଂ ଅପରିଷ୍କାର ନିୟମିତ ସଫା କରନ୍ତୁ କାରଣ ବସ୍ତୁ ଶାସ୍ତ୍ର ଅନୁସାରେ ଏହା ମାନସିକ ଅଶାନ୍ତି ଦେଇଥାଏ ।
  • ଘରର କାନ୍ଥରେ ଫାଟ ସୃଷ୍ଟି ହେବା ମଧ୍ୟ ବସ୍ତୁ ସହିତ ଗଭୀର ସାମଞ୍ଜସ୍ୟ ରହିଛି । ଯଦି ଘରେ ଏମିତି ହୁଏ ତେବେ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
  • ଯଦି ବିନା କାରଣରୁ ଘରେ ଆଇନା କିମ୍ବା ଝରକା ଭାଙ୍ଗି ଯାଇଛି ତେବେ ମାନନ୍ତୁ ଏହା ବାସ୍ତୁଦୋଷ କାରଣରୁ ହୋଇଥାଏ । ଶୀଘ୍ର ଏହି ନକରାତ୍ମକ ଉର୍ଜା ସୃଷ୍ଟି କରୁଥିବା ଆଇନା କିମ୍ବା ଝରକାକୁ ହଟାଇ ଦିଅନ୍ତୁ ।
  • ଘରେ ପ୍ରତିଦିନ ପୂଜା ପାଠ କରନ୍ତୁ । ଏହା ଦ୍ଵାରା ବାସ୍ତୁଦୋଷ ଦୋଷ କଟିଥାଏ ।

ପଢନ୍ତୁ ;

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ

ଘରର ଛାତରୁ ଅଳିଆ ଏବଂ ଅପରିଷ୍କାର ନିୟମିତ ସଫା କରନ୍ତୁ କାରଣ ବସ୍ତୁ ଶାସ୍ତ୍ର ଅନୁସାରେ ଏହା ମାନସିକ ଅଶାନ୍ତି ଦେଇଥାଏ - 91%

91%

ଯଦି ବିନା କାରଣରୁ ଘରେ ଆଇନା କିମ୍ବା ଝରକା ଭାଙ୍ଗି ଯାଇଛି ତେବେ ମାନନ୍ତୁ ଏହା ବାସ୍ତୁଦୋଷ କାରଣରୁ ହୋଇଥାଏ - 90%

90%
90.5%

Excellent!

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ଏମିତି କିଛି କାରଣ ବର୍ଣ୍ଣନା କରାଯାଇଛି ଯେଉଁ କାରଣ କିମ୍ବା ଲକ୍ଷଣ କହେ ଘରେ ବାସ୍ତୁଦୋଷ ଅଛି ଯାହା କାରଣରୁ ଧନର ଅଭାବ ଦେଖାଯାଉଛି । ଯାହାକୁ ଆପଣ ଅଣଦେଖା କଲେ ଅସୁବିଧାରେ ପଡି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣରୁ ଆପଣ ଜାଣିପାରିବେ କି ଘରେ ବାସ୍ତୁଦୋଷ ଅଛି ବୋଲି ?

No Votes Yet

You're not rated yet