VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସବୁ ଜିନିଷ , ମିଳିପାରେ ମା ଲକ୍ଷ୍ମୀଙ୍କ କୃପା

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ମା’ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହିଁଥାନ୍ତି। କିନ୍ତୁ ସମୟ ଚକ୍ରରେ ଜୀବନର କେଉଁ ସମୟରେ ଭାଗ୍ୟ ବଦଳିଯାଏ ତାହା କହିହେବ ନାହିଁ।  ଗରିବ ଧନୀ ହେବାକୁ ଧନୀ ଗରିବ ହେବାକୁ ବେଶୀ ସମୟ ଲାଗେ ନାହିଁ । ଅନେକ ଲୋକ ପରିଶ୍ରମ କରି ସୁଦ୍ଧା ଆଶାନୁରୂପ ଫଳ ପାଆନ୍ତି ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସବୁ ଜିନିଷ , ମିଳିପାରେ ମା ଲକ୍ଷ୍ମୀଙ୍କ କୃପା ।

ଏହି ୩ଟି ଜିନିଷ ପାଖରେ ରଖନ୍ତୁ  :-

  • ବଜରଙ୍ଗବାଲିଙ୍କୁ ଆରଧନା କରିବା ଦ୍ୱାରା ସବୁ ସଙ୍କଟ ଦୂର ହୋଇଥାଏ । ଘରର ଦକ୍ଷିଣ-ପଶ୍ଚିମ ଦିଗରେ ହନୁମାନ ମୂର୍ତ୍ତି ବା ଫଟୋ ଲଗାଇବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଧ୍ୟାନ ଦେବେ ହନୁମାନଙ୍କ ମୂର୍ତ୍ତି ପଞ୍ଚମୁଖୀର ହୋଇଥିବ । ପଞ୍ଚମୁଖୀ ହନୁମାନଙ୍କୁ ଆରଧନା କରିବା ଦ୍ୱାରା ଜୀବନରେ ଧନର ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି ।
  •  ଘରେ ସର୍ବଦା ଉତ୍ତର ଦିଗକୁ ମୁହଁ କରି ସୁରେଇ ରଖିବା ଦ୍ୱାରା ଧନର ଅଭାବ ଦେଖାଦିଏ ନାହିଁ । ସୁରେଇକୁ ଖାଲି ରଖିବେ ନାହିଁ।ସବୁବେଳେ ପାଣି ଭର୍ତ୍ତି କରି ରଖିବେ । ନହେଲେଏହାର ବିପରୀତ ପ୍ରଭାବ ଘରେ ପଡ଼ିବ ।
  • ଘରେ ବାସ୍ତୁ ଦୋଷ କାରଣରୁ ଧନର ଅଭାବ ହୋଇଥାଏ। କଠିନ ପରିଶ୍ରମ ପରେ ସୁଦ୍ଧା ଧନ ପ୍ରାପ୍ତି ହୋଇପାରେ ନାହିଁ । ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବାକୁ ଘରେ ଭଗବାନ ବାସ୍ତୁଙ୍କ ମୂର୍ତ୍ତି କିମ୍ୱା ଫଟୋ ଲଗାନ୍ତୁ। ଏହା ଘରୁ ବାସ୍ତୁଦୋଷ ଦୂର କରେ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

Related posts

କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା

ENO Beuro

ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment