• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ
VASTU

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

ବାସ୍ତୁଶାସ୍ତ୍ର ଅନୁସାରେ ଗ୍ରହରାଜ ଶନିଙ୍କ କୋପ ଦୃଷ୍ଟି ପଡିଲେ ଆମର ସମସ୍ତ କାର୍ଯ୍ୟ ଖରାପ ହୁଏ । ପରିବାରରେ କଳି ଝଗଡା ହୁଏ ଆସାନ୍ତି ଦେଖାଯାଏ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଜିନିଷକୁ ଆମେ ଆମ ଖାଦ୍ୟ ଠାରୁ ଦୂରେଇ ରଖିଲେ ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚି ଯାଇ ପାରିବ ।

ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବାକୁ କିଛି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାର ଦିନ ଖାଲି କ୍ଷୀର ଓ ଦହି ସେବନ କରନ୍ତୁ ନାହିଁ । କାରଣ ସେ ଦିନ ଏହାକୁ ଖାଇବା ଦ୍ଵାରା ଗ୍ରହରାଜ ଶନିଙ୍କ କୋପ ଦୃଷ୍ଟି ପଡେ । କ୍ଷୀର ଓ ଦହିକୁ ଖାଲି ନ ସେବନ କରି ତା ସହିତ କିଛି ହଳଦୀ ବା ଗୁଡ ମିଶାଇ ପିଅନ୍ତୁ ଶୁଭ ହୁଏ ।

କଳା ଚୋପା ଥିବା ଡାଲିକୁ ରୋଷେଇ କରନ୍ତୁ ନାହିଁ କିନ୍ତୁ ଏହାକୁ ଗରିବ ଲୋକମାନଙ୍କୁ ବାଣ୍ଟି ଦିଅନ୍ତୁ ଅଥବା ଗାଈକୁ ଖାଇବାକୁ ଦିଅନ୍ତୁ ଘରକୁ ମଙ୍ଗଳ ହେବ। ଶନିବାର ଦିନ ବାଇଗଣ ଓ କଳାଲଙ୍କା ଖାଆନ୍ତୁ ନାହିଁ ।ଏହା ଦ୍ଵାରା ଆପଣଙ୍କ ଭବିଷ୍ୟତ ଉପରେ ଶନି ଭଗବାନଙ୍କ ଖରାପ ପ୍ରଭାବ ପଡିଥାଏ ।

ଯେତେ ସମ୍ଭବ ମଦ୍ୟପାନରୁ ଦୁରେଇ ରୁହନ୍ତୁ କାରଣ ଏଇ ଦିନ ଆପଣଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ଥାଏ । ଯାହା ଫଳରେ ସ୍ୱାସ୍ଥ୍ୟ ଖରାପ ହେଇଥାଏ । ଶନିବାର ଦିନ ଏଇସବୁ ଜିନିଷ ମାନିଲେ ଆପଣଙ୍କର ମଙ୍ଗଳ ହେବ ।
ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ MILK AND CURD
ପଢନ୍ତୁ ;

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ଦିନରେ କରନ୍ତୁ ନାହିଁ ଏହି ସବୁ କାମ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

Krishna Kumar Manoj

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More