VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଗଛ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଗଛ ସାଥିରେ ମଣିଷର ଭାଗ୍ୟ ଯୋଡି ହୋଇ ରହିଛି । ଆମେ ମାନେ  ଘର ଚାରିପାଖେ ଗଛ ଲଗେଇଥାଉ ।  ସେ ଘର ସୁନ୍ଦର ଦେଖାଯିବାକୁ ହେଉ କିମ୍ବା କିଛି ଫଳ ପନିପରିବା ଖାଇବା ପାଇଁ ହେଉ । ଆପଣ ଜାଣିଛନ୍ତି କି ଘରେ ଗଛ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।

ଘରର କେଉଁ ସ୍ଥାନରେ ଗଛ ଲଗାଇବେ ଜାଣନ୍ତୁ :-

  • ବାସ୍ତୁଶାସ୍ତ୍ରକୁ ମାନି ଆମେ ଘର ଚାରି ପାଖେ ଗଛ ଲଗାଇବା ତେବେ ଆମର ବାସ୍ତୁ ସମସ୍ୟା ଦୂର ହେବା ସହିତ ଦାରିଦ୍ରତା ଦୂର ହେଇଥାଏ ।
  • ଘରର ଅଗଣାରେ ତୁଳସୀ,ଚମ୍ପା ଭଳି ଗଛ ଲଗାଇଲେ ଘରେ ଅର୍ଥର ଅଭାବ ଦେଖାଯାଏ ନାହିଁ । ଏହି ଗଛ ଘର ପାଇଁ ଶୁଭ ଫଳ ଦେଇଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ପୂର୍ବ ଦିଗରେ କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ ।  ଯାହା ଘରେ ଧନସମ୍ପତ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।
  • ତୁଳସୀ ଗଛ ପାଖରେ କଦଳୀ ଗଛକୁ ଲଗାଇଲେ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ଘରକୁ ଆଗମନ ରହିଥାଏ । ଏହା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।
  • ଯେଉଁ ସବୁ ଗଛର ପତ୍ରକୁ ଛିଡ଼ାଇଲେ କ୍ଷୀର ବାହାରିଥାଏ ସେଇ ଗଛ ଗୁଡିକ କେବେ ଘର ପାଖରେ ଲଗାନ୍ତୁ ନାହିଁ । ଏହା ଦ୍ୱାରା ଘରେ ଦରିଦ୍ରତା ବଢି଼ଥାଏ ।
  • ଯଦି ଆମେ ବାସ୍ତୁଶାସ୍ତ୍ର ନମାନି ଗଛକୁ ଏଣେତେଣେ ଲଗେଇବା ତେବେ ଏହାର କୁ ପ୍ରଭାବ ଆମ ସହ ଆମ ପରିବାର ଉପରେ ପଡିଥାଏ ।

ପଢନ୍ତୁ ;

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

Related posts

ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

ENO Beuro

ଭୁଲରେ ବି ରଖନ୍ତୁ ନାହିଁ ଠାକୁର ଘରେ ଏହି ସବୁ ମୂର୍ତି , ଜାଣନ୍ତୁ କାରଣ କ’ଣ ?  

ENO Beuro

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସାପ ଦେଖିଲେ ଏହାର ଅର୍ଥ କଣ ସୂଚାଇଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment