VASTU

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ କ ‘ ଣ କଲେ ଏହା ଦୂର ହେବ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କିଛି ଟିପ୍ସ

ଆଜିର ଦୁନିଆରେ ସମସ୍ତେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ସମସ୍ତେ କିଛି ନା କିଛି ଅସୁବିଧାରେ ସମୁଖୀନ ହୋଇଥାଆନ୍ତି । ଯେତେ ପରିଶ୍ରମ କଲେ ବି ଆର୍ଥିକ ଅବସ୍ଥାରେ ସୁଧାର ଆସୁନାହିଁ । ଅଭାବ ଅସୁବିଧା ସବୁବେଳେ ଲାଗି ରହୁଛି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ଜାଣନ୍ତୁ ଯାହା ଆପଣଙ୍କର ଆର୍ଥିକ ସମସ୍ୟାକୁ ଦୂର କରି ପାରିବ ।

ସୂର୍ଯ୍ୟ ଦେବତାଙ୍କୁ ପୂଜା କଲେ ଆମର ଧନ ସୁଖ ମିଳିଥାଏ ।  କାରଣ କୁହାଯାଏ ସୂର୍ଯ୍ୟ ଯଶ  ଓ ବୈଭବର ଦେବତା ଅଟନ୍ତି । ସୂର୍ଯ୍ୟ ଦେବତାଙ୍କ ବାର ରବିବାରରେ ତାଙ୍କୁ ପୂଜା କଲେ ଧନ-ଧାନ୍ୟ ଓ ସୁଖ-ସମୃଦ୍ଧି ବୃଦ୍ଧି ଘଟିଥାଏ ।

ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖ ଓ ଶାନ୍ତି ଫେରିଆସିବ । ଘରେ କେବେ ବି ଅସାନ୍ତି ରହିବ ନାହିଁ ।  ବ୍ୟବସାୟରେ ସଫଳତା ପାଇବେ ।

ରବିବାର ଦିନ ଆମିଶ ଖାଆନ୍ତୁ ନାହିଁ । ଏହା ଦ୍ଵାରା  ସୂର୍ଯ୍ୟ ଦେବତାଙ୍କ କୃପା ଆପଣଙ୍କ ଉପରେ ସଦେବ ରହିବ । ଆପଣ ଜୀବନରେ ସଫଳତା ପାଇବେ । କେବେ ବି ଅସୁବିଧା ଲାଗିବ ନାହିଁ  ।

ପଢନ୍ତୁ ;

ମନ୍ଦିର ପରିସରରେ କ’ଣ ପାଇଁ ପରିକ୍ରମା କରାଯାଏ ଜାଣନ୍ତୁ ?

Related posts

ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

କରନ୍ତୁ ନାହିଁ ଏହି ୪ଟି ଭୁଲ୍‌ ନେଚେତ୍ ବିଗିଡି ଯାଇପାରେ ଆପଣଙ୍କ ଭାଗ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More