କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସ୍ତୁ ହିଁ ଗୃହକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବଢିଥାଏ । ତେବେ ଘରର ସବୁଠାରୁ ଗୁରୁତ୍ୱପୂର୍ଣ ସ୍ଥାନ ହେଉଛି ରୋଷେଇଘର । ଏଠାରେ କେବଳ ଖାଦ୍ୟ ପ୍ରସ୍ତୁତ ହୋଇନଥାଏ ଆପଣଙ୍କର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରୋଷେଇ ଘରକୁ ନେଇ କିଛି କଥା ।

ବାସ୍ତୁଶାସ୍ତ୍ର ଅନୁସାରେ ରୋସେଇ ଘର ପାଇଁ କିଛି ଟିପ୍ସ :-

  • ଘରର ମୁଖ୍ୟଦ୍ୱାରରେ ରୂପାର ଗୋଟିଏ ତାର ନେଇ ଏହାକୁ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ମୁଖ୍ୟ ଦ୍ୱାରର ବାସ୍ତୁ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ଆସିଥାଏ ।
  • ପ୍ରତିଦିନ ସୂର୍ଯ୍ୟାଦୋୟ ପୂର୍ବରୁ ଘରର ମୁଖ୍ୟ ଦ୍ୱାରକୁ ସଫା କରି ଏଠାରେ ପାଣି ଛିଞ୍ଚନ୍ତୁ ।
  • ଧାନ, ମୁଗ, ଗହମ, ଜଅ, କଳା ଜିରା ଏବଂ ବାଜରାକୁ ମିଶାଇ ଏକ ପୁଟୁଳି ତିଆରି କରନ୍ତୁ । ଆପଣଙ୍କ ଘରର ପ୍ରତିଟି ରୁମରେ ଏହି ପୁଟୁଳୁ କି ରଖି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ।
  • ଘରର ମୁଖ୍ୟ ଦ୍ୱାରରେ ଗଣେଶ , କୁବେର କିମ୍ୱା ସ୍ୱସ୍ତିକ ଚିହ୍ନ ଲଗାନ୍ତୁ ।
  • ରୋଷେଇ ଘରେ ଚୁଲ୍ଲି ପୂର୍ବ ଦିଶାରେ ରଖିବା ଶୁଭ ହୋଇଥାଏ । ଚୁଲ୍ଲାକୁ ଦକ୍ଷିଣ ଦିଗରେ ରଖିଲେ ଏହା ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

ପ୍ରତିଦିନ ସୂର୍ଯ୍ୟାଦୋୟ ପୂର୍ବରୁ ଘରର ମୁଖ୍ୟ ଦ୍ୱାରକୁ ସଫା କରି ଏଠାରେ ପାଣି ଛିଞ୍ଚନ୍ତୁ - 90%

90%

ରୋଷେଇ ଘରେ ଚୁଲ୍ଲି ପୂର୍ବ ଦିଶାରେ ରଖିବା ଶୁଭ ହୋଇଥାଏ - 88%

88%
89%

Very Good!

କ'ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସ୍ତୁ ହିଁ ଗୃହକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବଢିଥାଏ । ତେବେ ଘରର ସବୁଠାରୁ ଗୁରୁତ୍ୱପୂର୍ଣ ସ୍ଥାନ ହେଉଛି ରୋଷେଇଘର । ଏଠାରେ କେବଳ ଖାଦ୍ୟ ପ୍ରସ୍ତୁତ ହୋଇନଥାଏ ଆପଣଙ୍କର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରୋଷେଇ ଘରକୁ ନେଇ କିଛି କଥା ।

No Votes Yet

You're not rated yet