• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର କେଉଁ ଜାଗାରେ ଲଗେଇଲେ ଆଶୀର୍ବାଦ ମିଳେ ଜାଣନ୍ତୁ
VASTU

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର କେଉଁ ଜାଗାରେ ଲଗେଇଲେ ଆଶୀର୍ବାଦ ମିଳେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଜାଗାରେ ଫଟୋ ଲଗେଇବେ

ଆମେ ପରିବାରର ଶାନ୍ତି ପାଇଁ ମନ୍ଦିରରେ ପୂଜା କରିଥାଉ । ଯଦି ଏହି ପୂଜାରେ କିଛି ଭୁଲ ହୋଇଯାଏ ତେବେ ଆମକୁ ଶୁଭ ଫଳ ମିଳି ନ ଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଫଟୋକୁ ଆମେ ଘରର ଏମିତି ଜାଗାରେ ଲଗେଇଥାଉ ଯାହା ପାଇଁ ଆମ ପରିବାର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ଫଟୋକୁ ଲଗାଇବା ଉଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମଝି ଭାଗରେ ପିତୃପୁରୁଷଙ୍କ ଫଟୋ ଲଗେଇବା ଉଚିତ ନୁହେଁ । ମଝିରେ ଫଟୋ ଲଗେଇବା ଦ୍ୱାରା ତାଙ୍କୁ ଅସମ୍ମାନ ହେଇଥାଏ ଯାହାର କୁପ୍ରଭାବ ପରିବାର ଉପରେ ପଡିଥାଏ । ଯାହା ଦ୍ଵାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

ମନେରଖିବେ ବିଶେଷ କରି ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଭାଗରେ ଗୋଟିଏ ସ୍ଥାନକୁ ସ୍ଵଛ ଓ ପବିତ୍ର  କରି ଫଟୋ ଲଗାନ୍ତୁ । ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଏହା ପିତୃପୁରୁଷଙ୍କ  ଆତ୍ମାକୁ ଶାନ୍ତି ମିଳିଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର କେଉଁ ଜାଗାରେ ଲଗେଇଲେ ଆଶୀର୍ବାଦ ମିଳେ ଜାଣନ୍ତୁ hang pic 300x269
ପଢନ୍ତୁ ;

ମହୁକୁ ଏହି ଦ୍ରବ୍ୟ ସହ ମିଶାଇ ଖାଇଲେ କ’ଣ ହୁଏ ଆସନ୍ତୁ ଜାଣିବା

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

Krishna Kumar Manoj

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା

Krishna Kumar Manoj

ମନ୍ଦିର ପରିସରରେ କ’ଣ ପାଇଁ ପରିକ୍ରମା କରାଯାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More