କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳେ ଜାଣନ୍ତୁ

ଆମର ବିଶ୍ୱାସ ରହିଛି ଯଦି ଆମେ ଘରେ କିମ୍ବା ଅଫିସରେ ଗଣେଶ ମୂର୍ତ୍ତି ରଖି ପୂଜା କରିବା ତେବେ ଏହି ପୂଜା ଆମକୁ ବହୁତ ଶୁଭ ଫଳ ଦେଇଥାଏ । ମନକୁ ଶାନ୍ତି ଦେଇଥାଏ ।  ନିଜର କାମରେ ଆତ୍ମବିଶ୍ୱାସ ବଢାଇ ଥାଏ । ସବୁ କାର୍ଯ୍ୟ ସଫଳ ମଧ୍ୟ ହୋଇଥାଏ ।

ନିଜର କାମରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଅଫିସରେ କମଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଗ୍ରହ ଶାନ୍ତି ରହିବା ଦ୍ୱାରା ଆପଣଙ୍କର ସବୁ କାମରେ ମନ ଲାଗି ରହିବ ।ଏହା ଦ୍ଵାରା ଭଗବାନ ଗଣେଶଙ୍କ କୃପା ସଦେବ ଆପଣଙ୍କ ଉପରେ ରହିବ ।

ଘରେ ଯଦି ବାରମ୍ବାର ଝଗଡା ହେଉଛି ତେବେ ଶାନ୍ତି ଫେରାଇ ଆଣିବାକୁ ଧଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ । ଧଳା ରଙ୍ଗ ସବୁବେଳେ ଶାନ୍ତିର ପ୍ରତୀକ ହୋଇଥାଏ । ସବୁବେଳେ ଠାକୁର ଘରେ ଏକାଧିକ ଠାକୁରଙ୍କ ମୂର୍ତ୍ତି ରଖିବା ଅନୁଚିତ ।

ଘରେ ମାଟିଆ ରଙ୍ଗର ଗଣେଶ ରାଖୀ ପୂଜା କରିବା ଦ୍ଵାରା ଆମକୁ ଅନେକ ଫାଇଦା ମିଳିଥାଏ । ଭଗବାନ ଗଣେଶଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଏ । ପ୍ରତିଦିନ ଗଣେଶଙ୍କୁ ପୂଜା କରିବା ଦ୍ଵାରା ଆମର ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ।

ପଢନ୍ତୁ ;

ସଲମାନ ଖାନଙ୍କ ରିଲିଜ ହେଲା ‘ରେସ୍‌-୩’ ର ପ୍ରଥମ ପୋଷ୍ଟର

ନିଜର କାମରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଅଫିସରେ କମଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ - 91%

91%

ଘରେ ଯଦି ବାରମ୍ବାର ଝଗଡା ହେଉଛି ତେବେ ଶାନ୍ତି ଫେରାଇ ଆଣିବାକୁ ଧଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ - 90%

90%
90.5%

Excellent!

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?

ଆମର ବିଶ୍ୱାସ ରହିଛି ଯଦି ଆମେ ଘରେ କିମ୍ବା ଅଫିସରେ ଗଣେଶ ମୂର୍ତ୍ତି ରଖି ପୂଜା କରିବା ତେବେ ଏହି ପୂଜା ଆମକୁ ବହୁତ ଶୁଭ ଫଳ ଦେଇଥାଏ । ମନକୁ ଶାନ୍ତି ଦେଇଥାଏ ।  ନିଜର କାମରେ ଆତ୍ମବିଶ୍ୱାସ ବଢାଇ ଥାଏ । ସବୁ କାର୍ଯ୍ୟ ସଫଳ ମଧ୍ୟ ହୋଇଥାଏ ।

No Votes Yet

You're not rated yet