• Home
  • ASTRO
  • VASTU
  • ରାଶି ଅନୁଯାୟୀ କିଣନ୍ତୁ ଏହି ରଙ୍ଗର ଗାଡି
VASTU

ରାଶି ଅନୁଯାୟୀ କିଣନ୍ତୁ ଏହି ରଙ୍ଗର ଗାଡି

ସମସ୍ତେ ନିଜ ମନପସନ୍ଦର ଗାଡି କିଣିଥାଆନ୍ତି । ଆପଣ ଜାଣିଛନ୍ତି କି ଜୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ରଙ୍ଗକୁ ଶୁଭ ମାନି ଗାଡି କିଣିଲେ ଭବିଷ୍ୟତରେ ସମସ୍ୟା ଆସେ ନାହିଁ ।  ଆପଣ କେବେ ବି ଅସୁବିଧାରେ ପଡନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ରଙ୍ଗର ଗାଡି କିଣିଲେ ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ ଜାଣନ୍ତୁ :-

ମେଶ ରାଶି :- ଏହି ରାଶିର ଲୋକଙ୍କୁ ନୀଳ ରଙ୍ଗ କିମ୍ବା ଧୂସର ରଙ୍ଗର ଗାଡି କିଣିଲେ ଶୁଭ ହୋଇଥାଏ ।

ବୃଷ ରାଶି :- ଧଳା କିମ୍ବା କ୍ରିମ ରଙ୍ଗର ଗାଡି କିଣନ୍ତୁ ।

ମିଥୁନ ରାଶି :- ଏହି ରାଶିର ଲୋକ ସବୁଜ ରଙ୍ଗର ଗାଡି କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

କର୍କଟ ରାଶି :-  ଚକଲେଟ, ଲାଲ, କଳା ଓ ହଳଦିଆ ରଙ୍ଗର ଗାଡି କିଣନ୍ତୁ ।

ସିଂହ ରାଶି :-  ଗ୍ରେ ରଙ୍ଗର ଗାଡି କିଣନ୍ତୁ ।

କନ୍ୟା ରାଶି :-  ଧଳା କିମ୍ବା ନୀଳ ରଙ୍ଗର ଗାଡି କିଣନ୍ତୁ ।

ତୁଳା ରାଶି :- କଳା ଓ ଧୂସର ରଙ୍ଗର ଗାଡି କିଣନ୍ତୁ ।

ବିଛା ରାଶି :-  ଧଳା ରଙ୍ଗର ଗାଡି କିଣନ୍ତୁ ।

ଧନୁ ରାଶି :- ଲାଲ କିମ୍ବା ସୀଲଭର ରଙ୍ଗର ଗାଡି କିଣନ୍ତୁ ।

ମକର ରାଶି :- ନୀଳ ଓ ଲାଲ ରଙ୍ଗର ଗାଡି କିଣନ୍ତୁ ।

କୁମ୍ଭ ରାଶି :- ଧଳା ଓ ନୀଳ ରଙ୍ଗର ଗାଡି କିଣନ୍ତୁ ।

ମୀନ ରାଶି :- ସୁନା ରଙ୍ଗ , ହଳଦିଆ ରଙ୍ଗ ଓ ନାରଙ୍ଗୀ ରଙ୍ଗର ଗାଡି କିଣନ୍ତୁ ।

ରାଶି ଅନୁଯାୟୀ କିଣନ୍ତୁ ଏହି ରଙ୍ଗର ଗାଡି scuti

ପଢନ୍ତୁ ;

୨୦୦ ଟଙ୍କାରେ ମିଳୁଛି ଜାଲ ଆଧାର , ଜାଣନ୍ତୁ କେମିତି ହେଲା ପର୍ଦ୍ଦାଫାସ୍‌

Related posts

କେଉଁ ସମୟରେ ତୁଲସୀ ଗଛରୁ ପତ୍ର ଆଣିଲେ କ’ଣ ହୁଏ ଜାଣନ୍ତୁ ?

Krishna Kumar Manoj

ଶୁକ୍ରବାର କରନ୍ତୁ ଏହି ଛୋଟ ଉପାୟ , ଆପଣଙ୍କ ଉପରେ ହେବ ମା ଲକ୍ଷ୍ମୀ ଙ୍କ କୃପା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଅରଖ ଫୁଲର ମହତ୍ଵ ବିଷୟରେ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More