VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାରା ପାଖରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ

ବାସ୍ତୁଶାସ୍ତ୍ରର କିଛି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ଘରର ମୁଖ୍ୟ ଦ୍ଵାର ଘର ପାଇଁ ବହୁତ ମହତ୍ଵ ପୂର୍ଣ କାରଣ ଏହା ଦ୍ଵାରା ଘରେ ନକରତ୍ମକ ଶକ୍ତି ପ୍ରବେଶ କରି ପାରେନା । ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ନିୟମକୁ ମାନିବା ନିହାତି ଦରକାର । ଯଦି ଆମେ ଏହାକୁ ଅନାଦେଖା କରିବା ତେବେ ବହୁତ ଅସୁବିଧାରେ ପଡିବା ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ଖୋଲିବା ସମୟରେ ଶବ୍ଦ ନ ହେବା ଦରକାର । ଘରର ମୁଖ୍ୟ ଦ୍ଵାର ଖୋଲିବା ସମୟରେ ଶବ୍ଦ କରିବା ଦ୍ଵାରା ଘର ଉପରେ ଅଶୁଭ ଫଳ ପଡେ । ତେଣୁ ଏମିତି ଶବ୍ଦ ହେଲେ ସଜାଡି ଦିଅନ୍ତୁ ।

ଘରର ମୁଖ୍ୟ ଦ୍ଵାର ଭିତରୁ ଖୋଲିବା ଦରକାର । କବାଟ ବାହାର ପଟୁ ଖୋଲିବା ଅଶୁଭ ମାନା ଯାଏ । ଘରର କବାଟ ଖୋଲିଲା ବେଳେ ଚଟାଣରେ ଘଷି ହୋଇ କବାଟ ଖୋଲିବା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ମାନା ଯାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ବୃକ୍ଷର ଛାୟା ପଡିବାକୁ ଅଶୁଭ ମାନା ଯାଏ । ଏହା ଦ୍ଵାରା ଧନ ହାନି ହୋଇ ଥାଏ । କବାଟର ପାଖରେ ଡସ୍ଟବିନ ରଖିବା ଅଶୁଭ ତେଣୁ ଘର ର ମୁଖ୍ୟ ଦ୍ଵାର ରେ ଅଳିଆ ପକେଇବା ଶୁଭ ନୁହଁ ।

ପଢନ୍ତୁ ;

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

Related posts

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ENO Beuro

ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More