• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ
VASTU

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ

କେଉଁ ଗଛ ଲଗାଇବା ଶୁଭ ଜାଣନ୍ତୁ

ଘର ପରିବେଶରେ ଗଛ ଲଗାଇବା ଦ୍ବାରା ଘରର ବାତାବରଣ ଉତ୍ତମ ହୋଇଥାଏ । ଅନେକ ଥର ଗଛ ଲଗାଇବା ବେଳେ ଆମେ ଚିନ୍ତା କରୁ କେଉଁ ଗଛ ଘର ଅଗଣାରେ ଲାଗାଇବା ଦ୍ବାରା ତାହା ଶୁଭ ବା ଅଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଗଛ ଲାଗଇବା ବେଳେ ଦିଗ ପ୍ରତି ଧ୍ୟାନ ଦେବା ଭୁଲନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ବାଡିରେ ବା ଅଗାଣରେ କେଉଁ ଗଛ ଲଗାଇବା ଶୁଭ ।

ଘରେ ବାଉଁଶ ଗଛ ଲଗାଇବା ଦ୍ବାରା ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଲଗାଇବା ଦ୍ବାରା ଅଶୁଭ ଶକ୍ତି ଦୂର ହୋଇଥାଏ । ଏଥିପାଇଁ ଛୋଟ ବାଉଁଶ ଗଛ ଘରେ ଲଗାଇ ପାରିବେ ।

ବାସ୍ତୁଶାସ୍ତ୍ର ଅନୁସାରେ କଦଳୀ ଗଛକୁ ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଶୁଭ ଅଟେ । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷୀଙ୍କୁ ପୂଜା କରିବା ସହ କଦଳୀ ଗଛକୁ ପୂଜା କରିବା ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇଥାଏ ।

ଘରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ  ଘରେ ଏହାକୁ  ଉତ୍ତର କିମ୍ବା ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ଶୁଭ ଶକ୍ତି ପ୍ରଭାବ ରହିଥାଏ ।

ଅନ୍ୟ ଏକ ଶୁଭ ଗଛ ହେଲା ମନି ପ୍ଲାଣ୍ଟ । ଏହି ଗଛକୁ ଆପଣ ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଇବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଲଗାଇବା ଦ୍ବାରା ଧନ ସମ୍ପତି ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ banana tree
ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More