• Home
  • ASTRO
  • VASTU
  • ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ସ୍ନାନ କରିବା ଜରୁରୀ କାହିଁକି ଜାଣନ୍ତୁ ?
VASTU

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ସ୍ନାନ କରିବା ଜରୁରୀ କାହିଁକି ଜାଣନ୍ତୁ ?

ଜଣେ ବ୍ୟକ୍ତି ଦୈନିକ ୩ ଥର ସ୍ନାନ କରିବା ଜରୁରୀ

ହିନ୍ଦୁ ଧର୍ମାନୁସାରେ ସ୍ନାନ କରିବା ବହୁତ ଜରୁରୀ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଶାସ୍ତ୍ରର ନିୟମ ଅନୁସାରେ ନିଜର ଜୀବନକୁ ପ୍ରତିପାଦିତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ତାଙ୍କୁ ସର୍ବପ୍ରଥମେ ବ୍ରହ୍ମମୂହୁର୍ତ୍ତ ତଥା ସକାଳ ୪ଟାରୁ ୫ ମଧ୍ୟରେ ପ୍ରଥମେ ସ୍ନାନ କରିବା ଦରକାର । ଏହାପରେ ବ୍ୟକ୍ତିଙ୍କୁ ଦିନର ଦ୍ୱିପ୍ରହରରେ ଦ୍ୱିତୀୟ ଥର ଏବଂ ସଂଧ୍ୟା ୬ଟା ପରେ ଶେଷ ତଥା ତୃତୀୟ ଥର ପାଇଁ ସ୍ନାନ କରିବା ଜରୁରୀ ।

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ଦୈନିକ ୩ ଥର ସ୍ନାନ କରିବା ଜରୁରୀ ଅଟେ ।  ହିନ୍ଦୁଶାସ୍ତ୍ରରେ  କେବଳ ସଂପୂର୍ଣ୍ଣ ସ୍ନାନ ନୁହେଁ ବରଂ ହାତ ଓ ଗୋଡ଼ ଧୋଇବାକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆ ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଘରକୁ ପହଞ୍ଚିବା ପରେ ମନୁଷ୍ୟକୁ ନିଜର ହାତ ଏବଂ ଗୋଡ଼କୁ ଅବଶ୍ୟ ଧୋଇବା ଉଚିତ୍ ।

ଏହାପରେ ବ୍ୟକ୍ତିକୁ ଭୋଜନ ଗ୍ରହଣ କରିବା ପରେ ମଧ୍ୟ ନିଜର ଗୋଡ଼ ଏବଂ ହାତକୁ ପରିଷ୍କାର କରି ଧୋଇଦେବା ଉଚିତ୍ ଅଟୋ ତେବେ ହିନ୍ଦୁ ଧର୍ମର ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ସ୍ୱଚ୍ଛ ପାଣିକୁ ମନୁଷ୍ୟ ତା’ର ଶରୀରରେ ଢ଼ାଳିବା ଫଳରେ ଏହା ତାଙ୍କୁ ଆତ୍ମିକ ଶକ୍ତି ସହିତ ଶାରୀରିକ ଶକ୍ତି ମଧ୍ୟ ଯୋଗାଇଥାଏ । ଏହା କରିବା ଦ୍ୱାରା ମନୁଷ୍ୟର ମାଂସପେଶୀ  ମଜଭୁତ ହୁଏ ଏବଂ ତା’ର ମସ୍ତିଷ୍କ ମଧ୍ୟ ଖୋଲା ରହିଥାଏ ।

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତି ସ୍ନାନ କରିବା ଜରୁରୀ କାହିଁକି ଜାଣନ୍ତୁ ? bath

ପଢନ୍ତୁ ;

ଅନୁଷ୍କା ଗର୍ଭବତୀ ହେବା ନେଇ ଏବେ ଚର୍ଚ୍ଚା

Related posts

ରୋଜଗାର ଓ ଚାକିରୀରେ ସଫଳତା ପାଇବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

Krishna Kumar Manoj

ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More