• Home
  • ASTRO
  • VASTU
  • ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା
VASTU

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

ଯଦି ଆପଣ ସବୁବେଳେ ଆର୍ଥିକ ଚିନ୍ତାରେ ରହୁଛନ୍ତି । ଏଥିପାଇଁ ଅନେକ ପ୍ରୟାସ କଲା ପରେ ବି ହାତରେ ଟଙ୍କା କିଛି ରହୁନି । ବାସ୍ତୁଶାସ୍ତ୍ର ଅନୁସାରେ ଯଦି ରବିବାର ଦିନ କୁହାଯାଇଥିବା କିଛି ଉପାୟକୁ ଆପଣେଇ କାର୍ଯ୍ୟ କରିବେ ତ ଧନ ଓ ସମ୍ମାନ ଏକାଥରେ ପାଇପାରିବେ । ଏହା ଦ୍ଵାରା ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ

୧ – ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପୂର୍ବକ ପୂଜା କଲେ , ଧନଧାନ୍ୟ ଓ ସୁଖ ସମୃଦ୍ଧି ମିଳିଥାଏ । ସୂର୍ଯ୍ୟଦୟ ପୂର୍ବରୁ ପ୍ରତିଦିନ ଉଠନ୍ତୁ ।

୨ – ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଦୁଗ୍ଧ ଭରି ନିଜର ମୁଣ୍ଡ ପାଖରେ ରଖି ଶୋଇ ଯାଆନ୍ତୁ । ସାବଧାନ, ଯେମିତି ନିଦରେ ଦୁଗ୍ଧ ଗ୍ଲାସକୁ ଢାଳି ନ ଦିଅନ୍ତି ।

୩ – ବାସ୍ତୁଶାସ୍ତ୍ର ଅନୁସାରେ ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୈାଣସି ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ । ରବିବାର ଦିନ ଆମିଷ ଖାଇବେ ନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତି ରବିବାର ଏମିତି କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣ ଏକାବେଳେ ଯଶ ,ମାନ ଓ ଅର୍ଥର ଅଧିକାରୀ ହୋଇପାରିବେ ।

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା sun 2
ପଢନ୍ତୁ ;

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଗୃହଣୀ ମାନେ କଣ କଲେ ଶୁଭ ଫଳ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More