VASTU

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ?

ସମସ୍ତେ ଠାକୁର ପୂଜା କରନ୍ତି । ତେଣୁ ପୁଜା ସମୟରେ କେତେକ ବିଧିବିଧାନ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ସେ ସବୁ ପ୍ରତି ଠିକ ଭାବରେ ନଜର ପକା ନଯାଏ ତେବେ ପୂଜା ସମୟରେ ବିଘ୍ନ ଘଟିଥାଏ । ତେବେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବା ।

ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ :-

  • ପୂଜା ସମୟରେ କଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା ପୂଜା ଅସଫଳ ହୋଇଥାଏ ।
  • ଶବକୁ ସ୍ପର୍ଶ କରି ବିନା ଶୁଦ୍ଧ ହୋଇ ପୁଜା କରିବା ଅନୁଚିତ ।
  • ସମ୍ଭୋଗ ପରେ ବିନା ସ୍ନାନରେ ପୂଜା କରିବା ଦ୍ୱାରା ପାପ ଲାଗିଥାଏ ।
  • ମନରେ କୌଣସି ପ୍ରକାରର କ୍ରୋଧ ରଖି ପୂଜା କରିବା ଅନୁଚିତ ।
  • ପୂଜାରେ ଘଂଟି,ଶଙ୍ଖ ଓ ବାଦ୍ୟ ଦନ୍ତ୍ର ଆଦି ବ୍ୟବହାର କରିବା ଉଚିତ ।
  • ଯଦି କାହା ପ୍ରତି ଛଳ ପକଟ ରଖି ପୂଜା କରାଯାଏ ତେବେ ତାହା ସ୍ୱୀକାର ହୋଇନଥାଏ ।
  • ପୂଜା ସମୟରେ ବିନା କାରଣରେ କଥା ହେଉଥିବା ବ୍ୟକ୍ତିଙ୍କର ପୂଜା ଅସଫଳ ହୋଇଥାଏ ।
  • ବିନା ହାତ ମୁହଁ ଧୋଇ ପୂଜା କରିବା ଅନୁଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ? ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ? god

ପଢନ୍ତୁ ;

ବିବାହରେ କୁଣ୍ଡୁଳି ଦେଖିବା ପୂର୍ବରୁ ଦେଖନ୍ତୁ ଝିଅର ଆଙ୍ଗୁଳି , ଜାଣନ୍ତୁ କାରଣ କ’ଣ ?

Related posts

ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More