VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ରଖନ୍ତୁ ୫ଟି ଜିନିଷ,ହୋଇ ପାରିବେ ଧନବାନ

ବାସ୍ତୁଶାସ୍ତ୍ର ଟିପ୍ସ

ସମସ୍ତଙ୍କ ଜୀବନରେ ବାସ୍ତୁ ବହୁତ ମହତ୍ଵପୂର୍ଣ । କିଏ ମାନନ୍ତୁ କି ନାହିଁ  ଘରର ସୁଖ,ଶାନ୍ତି ,ଟଙ୍କା ଉପରେ ଏହାର ପ୍ରଭାବ ପଡି ଥାଏ । ଘର ଓ ଜିନିଷ ଯଦି ଠିକ ଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟକ୍ତି ସଫଳତା ପାଇ ଥାଏ  କିନ୍ତୁ ଟିକେ ଭୁଲ ଦ୍ଵାରା ଆପଣଙ୍କ ଭବିଷ୍ୟତ ଅନ୍ଧାର ହୋଇ ଜୀବ । ଯେତିକି ମହତ୍ଵ ଘର ଉପରେ ବାସ୍ତୁର ଥାଏ ସେତିକି ମହତ୍ଵ ଘରର ଜିନିଷ ଉପରେ ବାସ୍ତୁର ଥାଏ । କିଛି ଜିନିଷ ଆମେ ଠିକ ଜାଗାରେ ନ ରାଖୀ ଭୁଲ ଜାଗାରେ ରାଖୀ ଥାଉ,ଯାହା ଦ୍ଵାରା ନକରାତ୍ମକ ପ୍ରଭାବ ପଡି ଥାଏ ଆମ ଭବିଷ୍ୟତ ଉପରେ । ଏଥି ପାଇଁ ଘରେ ଏହି ୫ଟି ଜିନିଷ ଠିକ ଜାଗାରେ ରଖନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ଦୀପକୁ ଆମେ ପୂଜାରେ ବେବହାର କରି ଥାଉ । ତେବେ ଦୀପକୁ ଘରର ପୂର୍ବ ଦିଶାରେ ଆପଣ ରାଖୀ ପାରିବେ । ଏହା ଦ୍ଵାରା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିବେ ।

ଯଦି ଆପଣ ଘରେ ଗଣେଶଙ୍କ ମୁର୍ତି କିମ୍ବା ଗଣେଶଙ୍କ ଫଟୋ ରଖୁଛନ୍ତି ତେବେ ଉତ୍ତର ପୂର୍ବ ଦିଶାରେ ରଖନ୍ତୁ । ଏହା ଦ୍ଵାରା ଆପଣ ଧନୀ ହୋଇ ପାରିବେ ।

ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘର ଆଗରେ ତୁଲସୀ ଗଛ ଲଗାଇ ଥାନ୍ତି । ଯଦି ଠିକ ଦିଶାରେ ତୁଲସୀ ଗଛ ଲଗାଇ ନାହାନ୍ତି ତେବେ ଘରେ ନକରାତ୍ମକ ପ୍ରଭାବ ପଡେ ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ରଖନ୍ତୁ ୫ଟି ଜିନିଷ,ହୋଇ ପାରିବେ ଧନବାନ vastu diya
ପଢନ୍ତୁ ;

କରଣୀ ସେନାର ୟୁ-ଟର୍ଣ୍ଣ:ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣାରେ ରିଲିଜ ହେବ ପଦ୍ମାବତ୍

Related posts

ସାବଧାନ ! ଘରେ ଅଛି କି ଏହି ଚାରୋଟି ମୂର୍ତ୍ତି , ଜାଣନ୍ତୁ ଏହାର ପରିଣାମ

ENO Beuro

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More