ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପୁଣି ରିମାଣ୍ଡରେ ପୁଞ୍ଜିଲାଲ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ପୁଣି ୫ଦିନଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଂଚ ୮ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ୫ ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ୬ ଦିନିଆ ରିମାଣ୍ଡ ଅବଧୀ ଶେଷ ହେବା ପରେ ଆଜି ପାଟଣାଗଡ ଏସଡିଜେଏମ କୋର୍ଟରେ ପୁଂଜିଲାଲଙ୍କୁ ହାଜର କରାଯାଇଥିଲା । ତେବେ କ୍ରାଇମବ୍ରାଂଚ ୮ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରୁ ପାଟଣାଗଡ ସବଜେଲକୁ ନିଆଯାଇଛି ।

ପୁଂଜିଲାଲଙ୍କୁ କ୍ରାଇମବ୍ରାଂଚ ଜେଲରୁ ନେଇ ରିମାଣ୍ଡ ଆରମ୍ଭ କରିବ । କ୍ରାଇମବ୍ରାଂଚ ପୁଂଜିଲାଲଙ୍କୁ ରାୟପୁର ନେଇ ହତ୍ୟାକାଣ୍ଡ ପ୍ରକ୍ରିୟା ଉପରେ ପଚରାଉଚରା କରିବା ସହ ତଥ୍ୟ ଆଦାୟ କରିବା ନେଇ ସୂଚନା ମିଳିଛି  । ଗତ ୬ଦିନ ଧରି ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଜେରା କରି ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଥିଲେ ମଧ୍ୟ ଏ ନେଇ ଆହୁରି ତଦନ୍ତ ଓ ପ୍ରମାଣ ଯୋଗାଡ କରିବାକୁ ଥିବାରୁ ପୁଞ୍ଜିଲାଲଙ୍କୁ ଅଧିକ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ।

ପଢନ୍ତୁ ;

ବିବାହରେ କୁଣ୍ଡୁଳି ଦେଖିବା ପୂର୍ବରୁ ଦେଖନ୍ତୁ ଝିଅର ଆଙ୍ଗୁଳି , ଜାଣନ୍ତୁ କାରଣ କ’ଣ ?

ପ୍ରଥମ ପର୍ଯ୍ୟାୟ ୬ ଦିନିଆ ରିମାଣ୍ଡ ଅବଧୀ ଶେଷ ହେବା ପରେ ଆଜି ପାଟଣାଗଡ ଏସଡିଜେଏମ କୋର୍ଟରେ ପୁଂଜିଲାଲଙ୍କୁ ହାଜର କରାଯାଇଥିଲା - 90%

90%

କ୍ରାଇମବ୍ରାଂଚ ୮ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ୫ ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି - 88%

88%
89%

Very Good!

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ପୁଣି ୫ଦିନଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଂଚ ୮ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ୫ ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି ।

No Votes Yet

You're not rated yet