News

ସିପୁନର ଆଖି ଅପରେସନରେ ସହାୟକ ହେବେ ଅନୁଭବ

ନିଜର କୁନି ପ୍ରଶଂସକଙ୍କୁ ସହାୟତା ହାତ ବଢାଇଛନ୍ତି ଅଭିନେତା ଅନୁଭବ । କିଛି ଦିନ ତଳେ ଅନୁଭବଙ୍କର ଏହି କୁନି ଫ୍ୟାନ୍‌ ଜଣଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ ଅନୁଭବଙ୍କୁ ପାଖରେ ଦେଖିବାକୁ ଚାହୁଁଥିବା କହିଥିଲେ।

ଏହା ଭାଇରାଲ ହେବା ସହ ଅନୁଭବଙ୍କ ପାଖରେ ପହଞ୍ଚିଥିଲା। ତେବେ ଏହାକୁ ସେ ଦେଖିବା ପରେ ଫ୍ୟାନ୍‌ଙ୍କ ଅନୁରୋଧ ରକ୍ଷା କରି ଏସ୍‌ସିବି ମେଡିକାଲ ପହଞ୍ଚି ତାଙ୍କୁ ଭେଟିଛନ୍ତି। ଅନୁଭବ ତାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ କହିଥିବା ଜଣାପଡ଼ିଛି। ସେହି ଦିବ୍ୟାଙ୍ଗଙ୍କ ଜଣଙ୍କ ନାଁ ହେଉଛି ସିପୁନ

sipun

ଅବଶ୍ୟ ପୂର୍ବରୁ ବି ସିପୁନ୍ ଅନୁଭବଙ୍କୁ ଭେଟି ଥିଲେ। ସିପୁନ୍ ତାଙ୍କ ଘରକୁ ଯାଇଥିଲେ। ସିପୁନ୍‌ଙ୍କୁ ସେ ତାଙ୍କ ଘରକୁ ଆସିବାକୁ କହିଛନ୍ତି। ଅନୁଭବ ମହାନ୍ତି ଘରକୁ ଆସିଥିବାରୁ ସିପୁନ ବହୁତ ଖୁସି ବୋଲି କହିଛନ୍ତି ତାଙ୍କ ମା’। ସିପୁନଙ୍କ ଚିକିତ୍ସା ପାଇଁ ସେ ଅନୁଭବଙ୍କୁ ସାହାଯ୍ୟ ମାଗିଛନ୍ତି।

ପଢନ୍ତୁ;ପୁରୀ ହିଂସା: ପୁଣି ୮ ଗିରଫ

Related posts

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

ENO Beuro

ଆହୁରି ତିନି ମାସର ଅପେକ୍ଷା ପରେ ନୂଆ ୨୦୦ ଟଙ୍କିଆ ନୋଟ ଏଟିଏମ ରେ ଉପଲବ୍ଧ ହେବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More