Celebs News

ବଲିଉଡ଼ ଅଭିନେତା ତଥା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ

D

ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ବରିଷ୍ଠ ଅଭିନେତା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ଦିନ ମୁମ୍ବାଇ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡ୍‌ ଫିଲ୍ମ ବାଦଶାହା ଓ ଖିଲାଡ଼ିରେ ତାଙ୍କ ଅଭିନୟ ଦଶର୍କଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।  ବଲିଉଡ୍ ଓ ଥିଏଟରରେ ଜଣେ ହାସ୍ୟ ଅଭିନେତା   ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 

ଜଣେ ଥିଏଟର କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିନ୍ୟର ମୁଖ୍ୟତଃ ଗୁଜୁରାଟୀ ଓ ହିନ୍ଦୀ   ନାଟକରେ ଅଭିନୟ କରୁଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି | ଏଠାରେ ସୂଚନା ଥାଉ କି ୨୦୧୯ ମସିହାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ | ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି |

ପଢନ୍ତୁ: ସଚିବାଳୟରେ ନବୀନଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

Related posts

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଂଳାପ ଲେଖକ, ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି

ENO Beuro

ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ମା କରିନାଙ୍କ ସହ ଡେବ୍ୟୁ କରିବେ ତୈମୁର୍ ଖାନ

Ratnamani Moharana

ସଲ୍ମାନ ଖାନ ଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ! କାରଣ କ’ଣ,ଆସନ୍ତୁ ଜାଣିବା

ENO Beuro

Leave a Comment