Loading...

ଶେର୍ଲିନ ଚୋପ୍ରାଙ୍କୁ ଗାଳି-ମାଡ଼ ଘଟଣାରେ ଗିରଫ ହେଲେ ରାଖୀ ସାୱନ୍ତ

ଶେର୍ଲିନ ଚୋପ୍ରାଙ୍କୁ ଗାଳି-ମାଡ଼ ଘଟଣାରେ ଗିରଫ ହେଲେ ରାଖୀ ସାୱନ୍ତ

ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଆଜି ପୁଲିସ ଗିରଫ କରିଛି। ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ରାକ୍ଷୀଙ୍କ ବିରୋଧରେ କେତେକ ଅପରାଧିକ ଅଭିଯୋଗ ଆଣିଥିବା ବେଳେ ତାଙ୍କ ଦ୍ବାରା ରୁଜୁ ଏଫ୍ଆଇଆର୍‌ ଆଧାରରେ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି।

ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଆଜି ପୁଲିସ ଗିରଫ କରିଛି। ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ରାକ୍ଷୀଙ୍କ ବିରୋଧରେ କେତେକ ଅପରାଧିକ ଅଭିଯୋଗ ଆଣିଥିବା ବେଳେ ତାଙ୍କ ଦ୍ବାରା ରୁଜୁ ଏଫ୍ଆଇଆର୍‌ ଆଧାରରେ ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। କାଲୀ  ଅପରାହ୍ନ ୩ଟାରେ ରାକ୍ଷୀ ତାଙ୍କ ସ୍ୱାମୀ ଆଦିଲ ଦୁରାନୀଙ୍କ ସହ ତାଙ୍କ ଡ୍ୟାନ୍ସ ଏକାଡେମି ଉଦ୍‌ଘାଟନ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ତାଙ୍କୁ ଅମ୍ବୋଲି ପୁଲିସ ଗିରଫ କରିଛି। ରାକ୍ଷୀଙ୍କ ଗିରଫଦାରୀ ଜଣାଇବା ପାଇଁ ଶେର୍ଲିନ୍ ଚୋପ୍ରା ଟ୍ବିଟ୍‌ କରି କହିଛନ୍ତି, ମୁଁ ଦେଇଥିବା ଏତଲା ଅନୁଯାୟୀ ଆମ୍ବୋଲି ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ଗତକାଲି ରାଖୀ ସାୱନ୍ତଙ୍କ ଆଗୁଆ ଜାମିନ ଆବେଦନକୁ ମୁମ୍ବାଇ ସେସନ୍ସ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ରାକ୍ଷୀ ଶେର୍ଲିନ ଚୋପ୍ରାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ସହିତ ରାକ୍ଷୀ ଶେର୍ଲିନଙ୍କୁ ନାନା ଧମକ ଦେଇଥିବା ପ୍ରମାଣ ରହିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.