Loading...

ମିଶନ ସୂର୍ଯ୍ୟ 'ଆଦିତ୍ୟ ଏଲ୧'ର କେତକ ଫଟୋ ସାର୍ବଜନୀନ କଲା ଇସ୍ରୋ: ଆସନ୍ତୁ ଦେଖିବା

ମିଶନ ସୂର୍ଯ୍ୟ 'ଆଦିତ୍ୟ ଏଲ୧'ର କେତକ ଫଟୋ ସାର୍ବଜନୀନ କଲା ଇସ୍ରୋ: ଆସନ୍ତୁ ଦେଖିବା

ଜହ୍ନ ପରେ ସୂର୍ଯ୍ୟରେ ଭାରତ ଲେଖିବ ନୂଆ ଇତିହାସ । ମିଶନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ 'ଆଦିତ୍ୟ ଏଲ୧' ।

ଜହ୍ନ ପରେ ସୂର୍ଯ୍ୟରେ ଭାରତ ଲେଖିବ ନୂଆ ଇତିହାସ । ମିଶନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ 'ଆଦିତ୍ୟ ଏଲ୧' । ଏହା ଶନିବାର ୧୧ଟା ୫୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେଶ୍ ସେଣ୍ଟରକୁ ହେବ ଉତକ୍ଷେପଣ ।ଟ୍ବିଟ୍‌ କରି ଏହାର ପ୍ରଥମ ଫଟୋ ସେୟାର କରିଛି ଇସ୍ରୋ । 

ଆସନ୍ତୁ ଦେଖିବା

103203187

 

ହି ମିଶନରେ ମୋଟ ୭ଟି ଉପକରଣ ସୂର୍ଯ୍ୟ ନିକଟକୁ ପଠାଯିବ । ୪ଟି ଉପକରଣ ସୂର୍ଯ୍ୟର ନିରିକ୍ଷଣ କରିବେ ଓ ୩ଟି ଉପକରଣ ମହାକାଶରେ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । 

C-_Users_sajuc_AppData_Desktop_Aditya-L1-solar-mission-

ସୂର୍ଯ୍ୟର ପ୍ରଭା ମଣ୍ଡଳ କକ୍ଷ ଚାରିପଟେ ଏହା ଘୁରି ବୁଲିବ । ସୂର୍ଯ୍ୟ ପୃଷ୍ଠର ଉତ୍ତାପ ଓ ସୌର ଝଡ଼କୁ ଏହା ମନିଟର କରିବ । ସୂର୍ଯ୍ୟଙ୍କ ଗତିବିଧି ମହାକାଶରେ ପାଣିପାଗ ଉପରେ କି ପ୍ରଭାବ ପକାଉଛି ତାହା ମଧ୍ୟ ଅନୁଧ୍ୟାନ କରିବ 'ଆଦିତ୍ୟ ଏଲ୧' । ଏହା ଏଭଳି ପ୍ରସ୍ତୁତ ହୋଇଛି କି ଏହା ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ମଧ୍ୟ ପଡ଼ିବ ନାହିଁ । 

images (2)-9


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.