ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନିଜେ ଏସୂଚନା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଦେଇଛନ୍ତି।ଫେବ୍ରୁଆରି ୨୪ ତାରିଖରେ ଶ୍ୱେତା କନ୍ୟା ସନ୍ତାନକୁ ଦେଇଥିଲେ। କିନ୍ତୁ ଆଦିତ୍ୟ ଆଜି ବାପା ହୋଇଥିବା ସୂଚନା ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି।
ଏହା ସହ ସେ ବିବାହ ସମୟର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ ମୋତେ ଏହା ସେୟାର କରିବାକୁ ନେଇ ଖୁସି ଲାଗୁଛି କି ୨୦୨୨ ଫେବ୍ରୁଆରି ୨୪ ରେ ଭଗବାନ ଆମକୁ ଏକ ସୁନ୍ଦର ଝିଅର ଆଶୀର୍ବାଦ ଦେଇଛନ୍ତି।ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି, ‘ଅନେକ ଲୋକ କହୁଥିଲେ ଯେ ଆମ ପୁଅ ହେବ। କିନ୍ତୁ ମୁଁ ସବୁବେଳେ ଚାହୁଁଥିଲି କନ୍ୟା ସନ୍ତାନ ଜନ୍ମ ହେଉ। କାରଣ ଝିଅମାନେ ସବୁବେଳେ ନିଜ ପିତାଙ୍କ ନିକଟତର ଥାଆନ୍ତି। ଛୋଟ ଅତିଥିକୁ ପାଇ ମୁଁ ବହୁତ ଖୁସି । ଏହି ସୂଚନା ସାମ୍ନାକୁ ଆସିବା ସୋସିଆଲ ମିଡିଆରେ ସାଧାରଣ ଲୋକ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଆଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।