ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଭୁବନେଶ୍ୱରରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦିରୁ ଅନୁମତି ମିଳିବା ପରେ ବାଣ ଦୋକାନକୁ ଅନୁମତି ପ୍ରଦାନ କରାଯିବ। ରାଜଧାନୀର ସରକାରୀ ଖାଲି ସ୍ଥାନରେ ଖୋଲିବ ଦୋକାନ।
ଭୁବନେଶ୍ୱରରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦିରୁ ଅନୁମତି ମିଳିବା ପରେ ବାଣ ଦୋକାନକୁ ଅନୁମତି ପ୍ରଦାନ କରାଯିବ। ରାଜଧାନୀର ସରକାରୀ ଖାଲି ସ୍ଥାନରେ ଖୋଲିବ ଦୋକାନ। ଏଥିପାଇଁ ଦୋକାନୀଙ୍କୁ ଶହେ ବର୍ଗଫୁଟ ପାଇଁ ପ୍ରତିଦିନ ୧୬୦ ଟଙ୍କା ହିସାବରେ ବିଏମସିକୁ ଭଡ଼ା ଦେବାକୁ ପଡ଼ିବ। ସରକାରୀ ସ୍ଥାନର ସାମୟିକ ବ୍ୟବହାର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।ଗାଡ଼କଣ ଠାରେ ଶବରସାହି ମେଲଣ ପଡ଼ିଆ, ବମିଖାଲରେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ଠାରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀମଗରରେ ୟୁନିଟ-୧ ସରକାରୀ ହାଇସ୍କୁଲ ପଛପାଖରେ ବିକ୍ରି ହେବ ବାଣ। ସେହିପରି ଲକ୍ଷ୍ମୀସାଗରରେ ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ରେ ବଡ଼ଗଡ଼ ଶ୍ମଶାନ ସାମ୍ନା ଓ ବିଡିଏ ମାର୍କେଟ ପଛପାଖରେ ଖୋଲିବ ବାଣ ଦୋକାନ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।