LIFESTYLE

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

ଆମେ ନିଜକୁ ସୁସ୍ଥ ରଖିବା ପାଇଁ ବହୁତ କିଛି କରିଥାଉ । ବ୍ୟାୟାମ ଓ ଯୋଗ ମଧ୍ୟ କରିଥାଉ । ଏହା ସହ ଆମେ ବିଭିନ୍ନ ଖାଦ୍ୟ ମଧ୍ୟ ଖାଇଥାଉ । ନିଜକୁ ଫିଟ ରଖିବା ପାଇଁ ଆମେମାନେ ପ୍ରାୟତଃ ଅଣ୍ଡା ଖାଇଥାଉ । ତେବେ ଆପଣ ଜାଣିଛନ୍ତି କି ଅଣ୍ଡା ଖାଇବା ଆମ ଶରୀର ପାଇଁ ଭଲ କି ଖରାପ । ତେବେ ଅସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ଵାରା କ’ଣ ହୁଏ ?

ଅଣ୍ଡା ଖାଇବା ଦ୍ଵାରା କି ଲାଭ ମିଳେ ଜାଣନ୍ତୁ :-

  • ଅଣ୍ଡାରେ ପ୍ରୋଟିନ୍‌ ଥିବା ହେତୁ ମାଂସପେଶୀ ମଜଭୁତ ହୁଏ ।
  • ଅଣ୍ଡାରେ ଓମେଗା ୩ ଫ୍ୟାଟି ଏସିଡ଼ସ ଥିବା ହେତୁ ଏହା ପ୍ରଜନନ ୪ମତା ବଢ଼ାଇଥାଏ
  • ଏଥିରେ ସେଲେନିୟମ୍‌ କପର୍‌ ଥିବା ହେତୁ ତ୍ୱଚାର ଉଜ୍ଜଳତା ବଢେ ଏବଂ କେଶ ଘନ ହୁଏ ।
  • ଅଣ୍ଡାରେ ଆମିନୋ ଏସିଡ୍‌ ଥିବା ହେତୁ ଦୁର୍ବଳତା ଦୂର କରିବାରେ ଏହା ସହାୟକ ହୋଇଥାଏ ଓ ଶକ୍ତି ବୃଦ୍ଧି କରିଥାଏ ।
  • ଅଣ୍ଡା ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
  • ଏଥିରେ  ଓମେଗା ୩ ଫ୍ୟାଟି ଏସିଡ଼ସ ଥିବା ହେତୁ ଏହା ପ୍ରଜନନ ୪ମତା ବଢ଼ାଇଥାଏ ।

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ :-

  • ଏଥିରେ ପ୍ରରୁର ମାତ୍ରାରେ ପ୍ରୋଟିନ୍‌ ଥିବା ହେତୁ ଅଧିକ ମାତ୍ରାରେ ଅଣ୍ଡା ଖାଇଲେ କିଡିନି ଜନିତ ସମସ୍ୟା ଦେଖା ଦେଇଥାଏ ।
  • ଅଳ୍ପ ସିଝା ଅଣ୍ଡା ଓ ଅଣ୍ଡା ଖୋଳପାରେ ବ୍ୟାକ୍ଟେରିଆ ଥାଏ । ଏଣୁ ଏହା ଫୁଡ୍‌ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।
  • ଅଣ୍ଡାରେ ସଲଫର୍‌ର ମାତ୍ରା ଅଧିକ ଥିବା ହେତୁ ଏହା ଆଲର୍ଜି ସୃଷ୍ଟି କରିଥାଏ ।
  • ସବୁବେଳେ ଅଣ୍ଡା ଖାଇବା ଶରୀର ପାଇଁ ବହୁତ କ୍ଷତିକାରକ । ଏହା ଦ୍ଵାରା ଆପଣଙ୍କ ଦେହ ସବୁବେଳେ ଖରାପ ହୋଇଥାଏ ।

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ egg

ପଢନ୍ତୁ ;

ସଂଜୟ ଦତଙ୍କୁ ୧୦ କୋଟିର ସମ୍ପତି ଦାନ କଲେ ମହିଳା ଫ୍ୟାନ

Related posts

ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା

ENO Beuro

ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More