Entertainment

ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

ଲଣ୍ଡନରେ ଥିବା ମାଡାମ ତୁଷାଡ୍ସ ମ୍ୟୁଜିୟମରେ  ବଲିଓଡର ସୁନ୍ଦରୀ ଦୀପିକା ପାଦୁକୋନଙ୍କର ଏକ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇବ ବୋଲି ସୂଚନା ମିଳିଛି। ନିଜେ ଦୀପିକା ସୋସିଆଲ ମିଡିଆ ଫେସବୁକ୍‌ ମାଧ୍ୟମରେ ଏହା ଜଣାଇଛନ୍ତି।

ଦୀପିକାଙ୍କ ପରେ ମ୍ୟାଡମ ତୁସାଦ ଲଣ୍ଡନରେ ସାହିଦ କପୂରଙ୍କ ଷ୍ଟାଚୁ ପାଇଁ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏଠାରେ ଆମେ କହି ରଖୁଛୁ ଯେ ନିଜେ ସାହିଦ କପୂର ଏହି ଖବର ଜଣାଇ ଲେଖିଛନ୍ତି ‘ନିଜ ନଜର ରଖନ୍ତୁ ଖୁବ ଶୀଘ୍ର ଆସୁଛି ‘।

ଫିଲ୍ମ ନିର୍ମାତା କରଣ ଜୋହର ହୁଅନ୍ତୁ କି ଅଭିନେତା କରୁଣ ଧୱନ। ଏହି ଦୁଇ କଳାକରଙ୍କ ଷ୍ଟାଚୁ ମ୍ୟାଡମ ତୁଷାଦରେ ଲଗାଯିବ ବିଷୟ ମଧ୍ୟ ସାମ୍ନାକୁ ଆସିଥିଲା। ଖବର ଆସିଥିଲା ଅନୁଷ୍କା ଶର୍ମାଙ୍କର ୱାକ୍ସ ଷ୍ଟାଚୁ ମ୍ୟାଡମ ତୁସାଦ ସିଙ୍ଗାପୁରରେ ଲଗାଯିବ ଯାହା ଉପରେ କାମ ଚାଲିଛି।

ଏହିଭଳି ଅନେକ ସୁପରଷ୍ଟାରଙ୍କ ଷ୍ଟାଚୁ ରହିଛି ମ୍ୟାଡମ ତୁସାଦ। ଯେହେତୁ ସାହିଦ ଜଣେ ଉତ୍ତମ ଅଭିନେତା ଏବଂ ଅନେକ ଫିଲ୍ମରେ ସମସ୍ତଙ୍କୁ ନିଜର ଅଭିନୟରେ ଚକିତ କରିଦେଇଛନ୍ତି। ଏହାହିଁ କାରଣ ହେଉଛି ତାଙ୍କର ଏହି ଆଚିଭମେଂଟ।

ପଢନ୍ତୁ;ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

Related posts

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

ENO Beuro

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’

ENO Beuro

ଦୀର୍ଘ ଦିନର ଶତୃତା ଭୁଲି ସୋନମଙ୍କୁ ଶୁଭେଚ୍ଛା ଜଣାଇଲେ ଐଶ୍ୱର୍ଯ୍ୟା!

ENO Beuro

1 comment

Leave a Comment