LIFESTYLE

ସେଓ ଖାଇସାରିବା ପରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ ହୋଇପାରେ ସମସ୍ୟା

ସେଓ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏହା ଶରୀରକୁ ଅନେକ ପୋଷକତ୍ଵତ ଦେଇଥାଏ। ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ। ଆପଣ ହୁଏତ ଜାଣିନଥିବେ ସେଓ ଖାଇବାପରେ କେଉଁ ଜିନିଷ ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ

  • ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ । ଏପରି କଲେ ଶରୀରରେ ଧଳା ରଙ୍ଗର ଦାଗ ଦେଖାଯାଇଥାଏ
  • ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ନକରିବା ଦ୍ୱାରା କଫ ସମସ୍ୟା ଦେଖାଯାଇଥାଏ। ଯାହା ଦ୍ଵାରା ଅଧିକ କଷ୍ଟ ଅନୁଭବ ହୋଇଥାଏ।
  • କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥାନ୍ତି । ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସୃଷ୍ଟି ହୋଇଥାଏ।

apple

ପଢନ୍ତୁ;  ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

Related posts

ହଳଦୀର ବ୍ୟବହାର ରୁ ଆପଣ ପାଇ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

ENO Beuro

ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

ENO Beuro

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More