EnewsOdia.Com

ପିଆଜ ପରେ ଅଣ୍ଡା ଓ ଚିକେନ ଦାମ ବଢ଼ିବ!

ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକଶ ଛୁଆଁ ହୋଇଛି। ପିଆଜ ଦର କିଛି ସ୍ଥାନରେ ଦୁଇ ଶତକ ପାର ହୋଇଥିବା ବେଳେ ଆଉ କେଉଁଠି ଦୁଇ ଶତକ ପାଖାପାଖି ରହିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ କୁକୁଡା ଦାନାର ଦାମ ବୃଦ୍ଧି ଏକ କାରଣ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,  କୁକୁଡ଼ା ଫାର୍ମରେ କୁକୁଡାଙ୍କ ଦାନାରେ ମକା ରହିଥାଏ। ଏହି ମକାର ଦାମ ଏବେ ୧୭ ପ୍ରତିଶତ ବଢ଼ିଯାଇଛି। ତେଣୁ ଏବେ ଅଣ୍ଡା ଓ କୁକୁଡ଼ାର ଦାମ ବଢ଼ାଇବାକୁ ପୋଲ୍‌ଟ୍ରି କମ୍ପାନୀମାନେ ବିଚାର କରୁଥିବା ସୂଚନା ରହିଛି। ହେଲେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ପଢନ୍ତୁ: ବିଦ୍ୟୁତ ବକେୟା ଖିଲାପକାରୀଙ୍କୁ ସେସୁର ଚେତାବନୀ

ସମ୍ବନ୍ଧିତ ଖବର

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ

Ratnamani Maharana

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

Ratnamani Maharana

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

Ratnamani Maharana

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

Ratnamani Maharana

ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

Ratnamani Maharana

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ୍ ବର୍ଷା

Ratnamani Maharana