ପୁଣି ବାବୁସାନ – ଅଶୋକ ଯୋଡି ଜମିବ

ବକ୍ସ ଅଫିସରେ ହଇଚଇ କରିବ ଏହି ଯୋଡି

ଓଲିଉଡର ଷ୍ଟାରସନ୍‌ ବାବୁସାନ ଓ ଷ୍ଟାଇଲିସ  ନିର୍ଦ୍ଦେଶକ ଅଶୋକ ପତିଙ୍କ ଯୋଡି ପୁଣି ଜମିବ । ବକ୍ସ ଅଫିସରେ ହଇଚଇ କରିବ । କାରଣ ଏହା ସେ ନୁହଁନ୍ତି ବରଂ ସେମାନଙ୍କ ଯୋଡି ରେକର୍ଡ କରୁଛି । ଯେତେଥର ଏକାଠି ହୋଇଛନ୍ତି ଫିଲ୍ମ ହିଟ୍ ନୁହେଁ ବରଂ ସୁପେରହିଟ୍ ହୋଇଛି । ଗତ ବର୍ଷ ଅପେକ୍ଷା ଏ ବର୍ଷ ଅଧିକ ସଫଳତା ମିଳିବ ଏ ଯୋଡିଙ୍କୁ , ଯାହା ଫାଇଦା ଦେବ ଫିଲ୍ମକୁ ଆଶା ।

ଅଶୋକ ପତି ବାବୁସାନ୍‌ଙ୍କୁ ନାୟକ ଭାବେ ନେଇ ସର୍ବ ପ୍ରଥମେ ତିଆରି କରିଥିଲେ ଓଡ଼ିଆ ଛବି ‘ସଂଜୁ ଆଉ ସଂଜନା’ । ଏହାପରେ ଅଶୋକ ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ଫିଲ୍ମରେ ବାବୁସାନ୍‌ଙ୍କୁ ନାୟକ ରୂପେ ନେଇଛନ୍ତି ।

‘ସଂଜୁ ଆଉ ସଂଜନା’ ପରେ ଅଶୋକ-ବାବୁସାନ୍‌ଙ୍କ ଯୋଡ଼ି ଯେଉଁସବୁ ଫିଲ୍ମରେ ଏକାଠି କାମ କରିଥିଲେ ସେଗୁଡ଼ିକ ହେଲା ଲୋଫର୍‌, ଦୋସ୍ତି, ଓ୍ଵାନ୍‌ ଫୋର୍‌ ଥ୍ରି ଆଇ ଲଭ୍‌ ୟୁ, ଇଡିଅଟ୍‌, ଦିଓ୍ଵାନା ଦିଓ୍ଵାନି, ଲଭ ପାଇଁ କୁଛ୍‌ ଭି କରେଗା ଓ ସିଷ୍ଟର ଶ୍ରୀଦେବୀ ।  ଏହି ଯୋଡ଼ିର ଦୁଇଟି ବ୍ଲକବଷ୍ଟର ମୁଭି ହେଲା ‘ସୁପର ମିଛୁଆ’ ଏବଂ ‘ଲଭ୍‌ ଷ୍ଟେସନ’।

ଲୋକପ୍ରିୟ ଅଭିନେତା ଷ୍ଟାର ସନ ବାବୁସାନଙ୍କ ଅଭିନୀତ ଏବଂ ନିର୍ଦେଶକ ଅଶୋକ ପତିଙ୍କ ନିର୍ଦେଶିତ ନୂଆ ଓଡିଆ ସିନେମା ‘ ସୁନ୍ଦରଗଡର ସଲମାନ ଖାନ ‘ ଏବେ ନିର୍ମାଣଧୀନ ଅବସ୍ଥାରେ । ତେଣୁ ଉଭୟ ବାବୁସାନ ଓ ଅଶୋକ ପତି ଭାରି ବେସ୍ତ ଅଛନ୍ତି ସିନେମା ଶୁଟିଙ୍ଗରେ ।

ପଢନ୍ତୁ ;

ପୁଣି ଥରେ ଚର୍ଚ୍ଚାରେ ଆସିଲେ ଏହି ତ୍ରିମୂର୍ତି

ଅଶୋକ ପତି ବାବୁସାନ୍‌ଙ୍କୁ ନାୟକ ଭାବେ ନେଇ ସର୍ବ ପ୍ରଥମେ ତିଆରି କରିଥିଲେ ଓଡ଼ିଆ ଛବି ‘ସଂଜୁ ଆଉ ସଂଜନା’ - 90%

90%

ଲୋକପ୍ରିୟ ଅଭିନେତା ଷ୍ଟାର ସନ ବାବୁସାନଙ୍କ ଅଭିନୀତ ଏବଂ ନିର୍ଦେଶକ ଅଶୋକ ପତିଙ୍କ ନିର୍ଦେଶିତ ନୂଆ ଓଡିଆ ସିନେମା ' ସୁନ୍ଦରଗଡର ସଲମାନ ଖାନ ' ଏବେ ନିର୍ମାଣଧୀନ ଅବସ୍ଥାରେ - 92%

92%
91%

Excellent!

ପୁଣି ବାବୁସାନ - ଅଶୋକ ଯୋଡି ଜମିବ

ଓଲିଉଡର ଷ୍ଟାରସନ୍‌ ବାବୁସାନ ଓ ଷ୍ଟାଇଲିସ  ନିର୍ଦ୍ଦେଶକ ଅଶୋକ ପତିଙ୍କ ଯୋଡି ପୁଣି ଜମିବ । ବକ୍ସ ଅଫିସରେ ହାଇଚଇ କରିବ । କାରଣ ଏହା ସେ ନୁହଁନ୍ତି ବରଂ ସେମାନଙ୍କ ଯୋଡି ରେକର୍ଡ କରୁଛି । ଯେତେଥର ଏକାଠି ହୋଇଛନ୍ତି ଫିଲ୍ମ ହିଟ୍ ନୁହେଁ ବରଂ ସୁପେରହିଟ୍ ହୋଇଛି । ଗତ ବର୍ଷ ଅପେକ୍ଷା ଏ ବର୍ଷ ଅଧିକ ସଫଳତା ମିଳିବ ଏ ଯୋଡିଙ୍କୁ , ଯାହା ଫାଇଦା ଦେବ ଫିଲ୍ମକୁ ଆଶା ।

No Votes Yet

You're not rated yet