News

ପୁଣି କମିଲା ବସ୍ ଭଡା

bus

ଅର୍ଡିନାରୀ ଓ ଏକ୍ସପ୍ରେସ୍‌ରେ କିମି ପିଛା ବସ୍‌ ଭଡ଼ା ୨ ପଇସା ହ୍ରାସ

ଡିଜେଲ ଦର ହ୍ରାସ ପାଇବା ପରେ ରାଜ୍ୟ ସରକାର ବୁଧବାର ଯାତ୍ରୀବାହି  ବସ୍ ଭଡା ହ୍ରାସ କରିଛନ୍ତି।  ଅର୍ଡିନାରୀ ଓ ଏକ୍ସପ୍ରେସ୍‌ରେ କିମି ପିଛା ବସ୍‌ ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା କମିଛି।

bus

ପରିବହନ କମିଶନରଙ୍କ ବିଜ୍ଞପ୍ତି ଅନୁସାରେ,ପୂର୍ବରୁ ଅଡିନାରୀ ବସ୍ ଭଡା କିମି ପ୍ରତି ୭୦ ପଇସା ଥିବାବେଳେ କମିବା ପରେ ଏବେ ୬୮ ପଇସା ହୋଇଛି। ସେହିଭଳି ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୭୩ ପଇସାରୁ କମି ୭୧ ପଇସାରେ ପହଁଞ୍ଚିଛି। ଡିଲକ୍ସ ବସରେ କିଲୋମିଟର ପିଛା ୧୦୧ ପଇସା ଥିବାବେଳେ ଏବେ ଏହା ୪ ପଇସା କମି ୯୭ ପଇସା ହୋଇଛି। ସେପଟେ ଏସି ଡିଲକ୍ସ ବସ ମଧ୍ୟ ୧୨୩ ପଇସାରୁ ୧୧୯ ପଇସାକୁ ହୋଇଛି।  ଅଟୋମେକାନିଜମ ସିଷ୍ଟମ ମାଧ୍ୟମରେ ବସ୍ ଭଡା ନିର୍ଦ୍ଧାରିତ ହୋଇଥାଏ।

ପଢନ୍ତୁ; ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

 

 

Related posts

ଗୁରୁତ୍ୱପୂର୍ଣ୍ଣ ରାୟ: ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ENO Beuro

ପରଲୋକରେ କରୁଣାନିଧି

ENO Beuro

ଆଜି ବିଜେପି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

ENO Beuro

Leave a Comment