ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ ।
ସୁରଙ୍କ ବିବାଦୀୟ ବୟାନକୁ ନେଇ ପିସିସି ମୁଖିଆ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କୈଫତ ମାଗିଥିଲେ । ଏହାର ଜବାବରେ ସୁର କହିଲେ, ‘ପିସିସି ସଭାପତିଙ୍କ ଉତ୍ତର ନିଶ୍ଚୟ ଦେବି । ମୁଁ ସେଭଳି କିଛି ବିରାଟ ଭୁଲ୍ କରି ନାହିଁ । ମୁଁ ଯାହା କହିଛି, ପିସିସି ସଭାପତି ନିଜେ ସେୟା କହିଥିଲେ । ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ ।’ ତେଣୁ ଏନେଇ କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ସୁର । ନିରଞ୍ଜନ ଓ ଜୟଦେବ ପ୍ରଥମେ କ୍ଷମା ମାଗନ୍ତୁ, ତାପରେ ସେ ମାଗିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପିସିିସି ସଭାପତି ଚୟନ ପ୍ରସଙ୍ଗରେ ବିବାଦୀୟ ବୟାନ୍ ଦେଇଥିଲେ । ସେ କହିଥିଲେ ନବୀନଙ୍କ ଇଚ୍ଛାରେ କଂଗ୍ରେସର ପିସିସି ପରିବର୍ତ୍ତନ ହୁଏ । ଏମିତିକି କଂଗ୍ରେସର ରାଜ୍ୟ ପ୍ରଭାରୀ ମଧ୍ୟ ନବୀନଙ୍କ ଇଚ୍ଛାରେ ପରିବର୍ତ୍ତନ ହୁଏ ବୋଲି ସୁର କହିଥିଲେ ।
ତେବେ ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ । ସୁରଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ହେବା ସହ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି ବୋଲି ନିରଞ୍ଜନ ନୋଟିସରେ ଦର୍ଶାଇଛନ୍ତି । ସୁର ବାବୁ ଜଣେ ବରିଷ୍ଠ ବିଧାୟକ ହୋଇ ମଧ୍ୟ କାହିଁକି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଯାହାକି ଦଳକୁ କ୍ଷତି ସହିବାକୁ ପଡ଼ୁଛି । ଏନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ନିରଞ୍ଜନ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।