Loading...

ଆଉ ଚାଲିବନି ଦୁଇ ହଜାର ଟଙ୍କିଆ ନୋଟ: ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ

ଆଉ ଚାଲିବନି ଦୁଇ ହଜାର ଟଙ୍କିଆ ନୋଟ: ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ଟଙ୍କିଆ ନୋଟକୁ ଖୁବଶୀଘ୍ର ମାର୍କେଟରୁ ଫେରାଇନେବାକୁ କଲା ଘୋଷଣା ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ଟଙ୍କିଆ ନୋଟକୁ ଖୁବଶୀଘ୍ର ମାର୍କେଟରୁ ଫେରାଇନେବାକୁ କଲା ଘୋଷଣା । ୨୦୦୦ ଟଙ୍କିଆ ନୋଟ ଜାରି ନ କରିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ବର୍ତ୍ତମାନ ମାର୍କେଟରେ ଥିବା 2000 ଟଙ୍କିଆ ନୋଟକୁ 23 ମେ’ ଆସନ୍ତା ମଙ୍ଗଳବାର ଠାରୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇ ହେବ। ୩୦ ସେପ୍ଟେମ୍ବର ପରେ ମଧ୍ୟ କିନ୍ତୁ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଜାରି ରହିବ । ଅର୍ଥାତ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.