POLITICALS

ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

ନିର୍ବାଚନ କମିଶନଙ୍କ କାଦା ପଦକ୍ଷେପ ପରେ ମଧ୍ୟ ନେତାଙ୍କ ତୁଣ୍ଡ ବୋଲ ମାନାହିଁ। କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ଶିଦ୍ଧୁ  ବିହାରର କତିହାରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିବାଦୀୟ ବୟାନ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ଏକଜୁଟ ହୋଇ କଂଗ୍ରେସ ସପକ୍ଷରେ  ମତଦାନ କରିବାକୁ ସେ ଆହ୍ଵାନ ଦେଇଛନ୍ତି।ସେ କହିଛନ୍ତି, ମୁଁ ଏଠାରେ ଆପଣମାନଙ୍କୁ ଚେତଇ ଦେବାକୁ ଆସିଛି। ଏମାନେ ଆପଣଙ୍କୁ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି।

 

ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ  ଲୋକ ଅନେକ ସଂଖ୍ୟାରେ ରହିଛନ୍ତି। ଏଣୁ  ଆପଣମାନେ ଯଦି ଏକତ୍ରିତ ହୋଇଯିବେ ତେବେ ମୋଦୀ ନିଶ୍ଚିତ ରୂପେ ପରାଜିତ ହେବେ। ଏହି ବୟାନ ପାଇଁ ଶିଦ୍ଧୁ ଙ୍କ ବିରୋଧରେ ମାମଲା   ହୋଇଥିଲାବେଳେ ଇସି ରିପୋର୍ଟ  ମାଗିଛି।

ପଢନ୍ତୁ: ଖରାରେ ଜଳିଲା ରାଜଧାନୀ: ଦିନକରେ ବଢିଲା ୪.୧ ଡିଗ୍ରୀ

Related posts

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

ENO Beuro

କଂଗ୍ରେସ କର୍ମୀ ଓ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ନିରବ ପ୍ରତିବାଦ କଲେ କଂଗ୍ରେସ କର୍ମୀ

Ratnamani Moharana

ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

ENO Beuro

1 comment

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ April 17, 2019 at 3:24 pm

[…] ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ […]

Leave a Comment