News

ଭାରତକୁ ଯୁଦ୍ଧ ପାଇଁ ଉସୁକାଉଛି ପାକିସ୍ତାନ : ରାଜସ୍ତାନରେ ମାଡ କଲା ୨ଟି ଡ୍ରୋନ ବୋମା

drone spoted at chennai naval station

ରବିବାର ସନ୍ଧ୍ୟାରେ ପାକିସ୍ତାନର ସେନା ରାଜସ୍ଥାନ ର ଶ୍ରୀ ଗଙ୍ଗାନଗର ଠାରେ ବାୟୁସିମା ଆଇନ ଉଲଂଘନ କରି ୨ଟି ଡ୍ରୋନ ବୋମା  ମାଡ କରିଛି। ଗତକାଲି ରାତିରେ ପାକିସ୍ତାନୀ ଡ୍ରୋନ୍ ହିନ୍ଦୁମଲକୋଟ ବର୍ଡରରେ  ଦେଖାଯାଇଥିଲା । ଡ୍ରୋନକୁ ଦେଖିବା ମାତ୍ରେ ବିଏସଏଫ୍ ପକ୍ଷରୁ ଗୁଳିମାଡ଼  ହୋଇଥିଲା । ଫଳରେ ପାକିସ୍ତାନର ୨ଟି ଡ୍ରୋନକୁ ଖସାଇଦେଇଥିଲା ଭାରତ। ଯବାନଙ୍କ ଗୁଳିରେ ଡ୍ରୋନଟି ସଂପୂର୍ଣ୍ଣ ନଷ୍ଟ  ହୋଇଯାଇଛି।

ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାକିସ୍ତାନ ବାରମ୍ବାର ସୀମାକୁ ଡ୍ରୋନ୍ ପଠାଉଛି । ଫେବୃୟାରୀ ୨୭ରେ କଛ ଠାରେ ଭାରତୀୟ ଯବାନ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ। ଏହାକୁ ମିଶାଇ ଗତ ୨ ସପ୍ତାହ ମଧ୍ୟରେ ପାକିସ୍ତାନର ୬ଟି ଭାରତକୁ ପ୍ରବେଶ କରିଛି। ତେବେ ରବିବାର ଘଟନା ଯୋଗୁ ୨ ଦେଶ ମଧ୍ୟରେ ଉତ୍ତେଜନା  ଆହୁରି ବୃଦ୍ଧି ପାଇଛି। ଭାରତର ସାଧାରଣ ଲୋକଙ୍କ ଉପରକୁ ଡ୍ରୋନରୁ ବୋମା ମାଡ କରିବା ଏକପ୍ରକାର ଯୁଦ୍ଧ ଘୋଷଣା କରିବା ସହିତ ସମାନ ବୋକି ଅନେକ ମତ ଦେଉଛନ୍ତି।

ପଢନ୍ତୁ ; ବାଣୀବିହାର କ୍ୟାମ୍ପସରେ ପୋଲିସର ଜୋରଦାର ଚଢାଉ

Related posts

ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଝଟକା, କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍!

ENO Beuro

ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

ENO Beuro

ଭୁବନେଶ୍ଵର-ବ୍ୟାଙ୍କକ୍‌ ଉଡିଲା ଏୟାର ଏସିଆ! ଆସିଲେ ୩୮,ଗଲେ ୧୬୫

ENO Beuro

Leave a Comment