EnewsOdia.Com

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

କରୋନା ଭାଇରସ ଯୋଗୁଁ ଚୀନକୁ ଅନେକ ଦେଶ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ ଘୋଷଣା କରାଯାଇଛି । ଆଜି ଠାରୁ ଏୟାର ଇଣ୍ଡିଆ ଫେବୃୟାରି ୧୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-ଦିଲ୍ଲୀ- ସଂଘାଇ ବିମାନ ଉଡାଣକୁ ବାତିଲ କରିଛି । ଏୟାର କାନାଡା ମଧ୍ୟ ଜାନୁୟାରୀ ୨୮ରୁ ଚୀନକୁ ବିଭିନ୍ନ ବିମାନ ଉଡାଣ ବାତିଲ କରିଛି ।

ଦକ୍ଷିଣ କୋରିଆର ଏୟାର ସିଓଲ ଜାନୁୟାରୀ ୨୮ରୁ ଚୀନକୁ ବିମାନ ଉଡାଣ ବନ୍ଦ ରଖିଛି । ଫେବ୍ରୁୟାରୀରୁ ଚୀନକୁ ବିମାନ ଚଳାଚଳ ବନ୍ଦ ରଖିବ ବୋଲି କହିଛି ଏୟାର ତାଞ୍ଜାନିଆ । ସେହିପରି ବ୍ରିଟିସ ଏୟାରୱେ ପକ୍ଷରୁ କୁହାଯାଇଛି ଯେ ଏହା ମାସେ ପର୍ଯ୍ୟନ୍ତ ଚୀନ ମେନଲାଣ୍ଡକୁ ବିମାନ ଚଳାଚଳ ବାତିଲ କରିବ ।

ପଢନ୍ତୁ: ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

ସମ୍ବନ୍ଧିତ ଖବର

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana

୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ଝଡବର୍ଷା

Ratnamani Maharana

ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସର ମହାଖୁଲାସା

Ratnamani Maharana

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana