27.1 C
Bhubaneswar
July 23, 2021
EnewsOdia.Com
ଦେଶ ବିଦେଶ

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

ଦିନେ ଆକାଶରେ ଉଡି ବୁଲୁଥିଲା , ହେଲେ ଆଜି କିନ୍ତୁ ଫସି ଯାଇଛି ଓଭର ବ୍ରିଜରେ । ନା ଆଗକୁ ବଢି ପାରୁଛି, ନା ପଛକୁ ଫେରି ପାରୁଛି । ପଶ୍ଚିମବଙ୍ଗ ଦୁର୍ଗାପୁର ରାସ୍ତାରେ ଅଚଳ ବିମାନକୁ ନେଇ ଏକ ଟ୍ରକ ଯାଉଥିବା ବେଳେ ଫ୍ଲାଏ ଓଭର ତଳେ ବିମାନଟି ଫଶିଯାଇଥିଲା। ଅବସ୍ଥା ଏପରି ହୋଇଥିଲା ଯେ ନା ଆଗକୁ ଯାଇପାରିଥିଲା ନା ପଛକୁ ଫେରିଥିଲା। ବିମାନର ଅଧା ଭାଗ ଆଗରେ ଥିବାବେଳେ ଆଉ ଅଧାଭାଗ ପଛରେ ଥିଲା।

ସୂଚନାଯୋଗ୍ୟ, ଦୁର୍ଗାପୁରର ୨ ନମ୍ବର ଜାତୀୟ  ରାଜପଥରେ ଘଟିଛି ଏହି ଘଟଣା। ଏହାଦ୍ବାରା ଟ୍ରାଫିକ୍ ଜାମ୍ ବି ହେଉଛି। ମଧ୍ୟରାତ୍ରରେ ଘନ କୁହୁଡି ଥିବାରୁ ଡ୍ରାଇଭର ଜାଣିପାରିନଥିଲା। ଫଳରେ ଦୁର୍ଘଟଣା ଘଟିଥିଲା।

ପଢନ୍ତୁ: ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ

Related posts

ନୂଆ ବର୍ଷରୁ ଶସ୍ତା ହେବ ଟିଭି ଦେଖା

Ratnamani Maharana

Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More