Celebs News

ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କର ସୋସିଆଲ ମିଡିଆରେ ଫୋଟୋ ହେଲା ଭାଇରାଲ

ମିସ ଓୟାର୍ଲ୍ଡ ବିଜୟିନୀ ଐଶ୍ଚର୍ଯ୍ୟା ରାୟ  ଓ ଅଭିଷେକ ବଚ୍ଚନଙ୍କ ପତ୍ନୀ ହେବାକୁ ଯାଉଛନ୍ତି ମା। ଦ୍ଵିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି ବିଗ ବିଙ୍କ ବୋହୁ। ତେବେ ଐଶ୍ଚର୍ଯ୍ୟା ଓ ଅଭିଷେକଙ୍କର ଝିଅ ଅନନ୍ୟା  ରହିଛି। ଗୋଆର ଏକ ସି ବିଚରେ ସ୍ଵାମୀ ଅଭିଷେକଙ୍କ ସହ ବୁଲୁଥିବାବେଳେ କିଛି ଫୋଟୋ ଉଠାଯାଇଥିଲା ସେଥିରେ ତାଙ୍କର ପେଟ ସାମାନ୍ୟ ବାହାରକୁ ବାହାରିଛି ଯାହାକୁ ସୋଶିଆଲ ମିଡିଆରେ ବେବି ବମ୍ପ୍ କୁହାଯାଉଛି। କିନ୍ତୁ ଏହି ଖବରକୁ ଗୁଜବ କୁହାଯାଉଛି। ଏହି ଫୋଟୋ ଏବେ ଭାଇରାଲ ହେବାକୁ ଲାଗିଛି।

ଐଶ୍ଚର୍ଯ୍ୟା ଏହାକୁ ଏକ ମିଥ୍ୟା ପ୍ରଚାର  ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କ୍ୟାମେରାର ଭୁଲ୍ ଆଙ୍ଗଲ୍  ଯୋଗୁଁ ଫଟୋଟି ଏପରି ଆସିଛି। ଏହି ଖବର ଏଥିପାଇଁ ଆସିଛି ଯେ ଫ୍ୟାନଙ୍କୁ ଲାଗୁଛି ଯେ ଐଶ୍ଚର୍ଯ୍ୟାଙ୍କ ଝିଅ ଏବେ ବଡ଼ ହୋଇଯାଇଛି ସେଥିପାଇଁ ପ୍ରଥମ ଥର ଭଳି ଏଥର ମଧ୍ୟ ଐଶ୍ଚର୍ଯ୍ୟା ତାଙ୍କ ମାଆ ହେବା ଖବରକୁ ଲୁଚାଉଛନ୍ତି।
ପଢନ୍ତୁ: ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

Related posts

Elli Padhi A Familiar Face To Ollywood

Jitendra

ମୁମ୍ବାଇ ରୋଡରେ ସାଇକେଲ ଚଲାଇ ମଜା ନେଉଛନ୍ତି ଭାଇଜାନ

Ratnamani Moharana

Odia Actress Kavya Kiran’s Journey

Jitendra

Leave a Comment