News

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌

maken

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ସକାଳୁ ଟୁଇଟି କରି ମାକେନ୍‌ ସହଯୋଗ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ଦଳର କର୍ମୀମାନଙ୍କୁ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

maken

ଏହାପରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଥିବା ସେ ସୂଚନା ଦେଇଛନ୍ତି। ତେବେ ଲୋକସଭା ନିର୍ବାଚନ ଆଉ ୩ ମାସ ବାକିଥିବାବେଳେ ମାକନଙ୍କ ଇସ୍ତଫା ରାଜନୈତିକ ମହଲକୁ ସରଗରମ କରିଛି। କୁହାଯାଉଛି ସେ ଦଳର କେନ୍ଦ୍ରୀୟ ଗୁରୁତ୍ୱପୂର୍ଣ୍ଣ ଭାର କିମ୍ବା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଅପରପକ୍ଷରେ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସହିତ କଂଗ୍ରେସ ମିଳିତ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ମାକେନ୍‌ଙ୍କୁ କିଛି ସ୍ବତନ୍ତ୍ର ଦାୟିତ୍ୱ ଦିଆଯିବାର କୁହାଯାଉଛି।

ପଢନ୍ତୁ; ଦକ୍ଷିଣ ଚୀନ ସାଗରରେ ବାତ୍ୟା “ପାବୁକ”,ଓଡିଶାକୁ ବିପଦ ନାହିଁ

Related posts

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ବୃଦ୍ଧି ,ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

ENO Beuro

ଦିଲ୍ଲୀ :ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା,୩ ଛାତ୍ର ଗିରଫ

ENO Beuro

ଆଜି ଓଡ଼ିଶା, ଛତିଶଗଡ଼ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment