Entertainment

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ଅଭିନେତା,ବିଧାୟକ ଆକାଶ ଦାସ ନାୟକ। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମରେ ସେ ତାଙ୍କ ପତ୍ନୀଙ୍କ ସହିତ ପହଞ୍ଚିଥିଲେ। ସେଠାରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସହିତ କ୍ୟାରମ ଖେଳିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥିଲେ।

akash ବୃଦ୍ଧାଶ୍ରମ ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ akash

ଏହି ଅବସରରେ ଆକାଶ ନିଜ ମନର କଥା ଶୁଣାଇଥିଲେ। ସେ କହିଥିଲେ, “ଖୁସି ବାଣ୍ଟିଲେ ବଢ଼େ, ସେଥିପାଇଁ ମୁଁ ଏହି ବିଶେଷ ଦିନଟି କୋଉଠି ନା କୋଉଠି ଅସହାୟ ଲୋକଙ୍କ ପାଖରେ କଟାଇବା ପାଇଁ ପସନ୍ଦ କରିଥାଏ। ଆଜି ମଧ୍ୟ ଏହି ଦିନଟି ସେମାନଙ୍କ ସହ ପାଳନ କରିଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି।”

ନିଜ ଫିଲ୍ମ ଆଲୋ ମୋର କଣ୍ଢେଇ ର ଗୀତ ‘ତୁ ମୋ ପାଇଁ ମୁଁ ତୋ ପାଇଁ ‘ବି ଗାଇଥିଲେ। ଏହି ଅବସରରେ ଅଭିନେତା ବନମାଳୀ ଓ ହାଡୁଙ୍କ ଦ୍ଵାରା ହାସ୍ୟରସ ପରିବେଷଣ କରଯାଇଥିଲା।

ପଢନ୍ତୁ;ଶ୍ରୀଲଙ୍କାରେ ବିମାନ ବନ୍ଦର ନିର୍ମାଣ କରିବ ଭାରତ

Related posts

ନୂଆ ଓଡିଆ ଚଳଚିତ୍ର ଚାମ୍ପିଅନର ଶୁଭ ମହୁରତ

Krishna Kumar Manoj

ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ନିର୍ମିତ ଚାଲିଛି ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Krishna Kumar Manoj

“ସିମ୍ବା” ସିନେମାରୁ ଆଉଟ ମାଧବନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More