Loading...

ଯେଉଁଠି ଦିନେ ବିଜେଡ଼ି ଅଖିମୁଠି ଅନୁକୂଳ କରୁଥିଲା ଆଜି ବିଜେପି କରୁଛି, ବିଜେପି ସାଥିରେ ମିଥୁନ ଚକ୍ରବର୍ତୀ

ଯେଉଁଠି ଦିନେ ବିଜେଡ଼ି ଅଖିମୁଠି ଅନୁକୂଳ କରୁଥିଲା ଆଜି ବିଜେପି କରୁଛି, ବିଜେପି ସାଥିରେ ମିଥୁନ ଚକ୍ରବର୍ତୀ

ପୁରୀ ଜିଲ୍ଲା ପିପିଲିର ଲକ୍ଷ୍ମୀନାରାୟଣପୁରଠାରେ ପ୍ରତିବର୍ଷ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରୁଥିଲାବେଳେ ଗତକାଲି କିନ୍ତୁ ସେଠାରେ ବିଜେଡ଼ିର ଦବଦବା ଦେଖିବାକୁ ମିଳିଥିଲା। କେବେଳ ବିଜେପି ନେତା ନୁହନ୍ତି ଓଡିଆ ଚଳଚିତ୍ର ତଥା ବଲିଉଡର ଆଗାଧଡିର ଅଭିନେତା ମିଥୁନ ଚକ୍ରବତ୍ତୀବି ଉପସ୍ଥିତ ରହିଥିଲେ।

ଯେଉଁଠି ଦିନେ ବିଜେଡ଼ି ଅଖିମୁଠି ଅନୁକୂଳ କରୁଥିଲା ଆଜି ବିଜେପି କରୁଛି। ନିର୍ବାଚନକୁ ଆହୁରି କିଛିଦିନ ବାକି ଥିବାବେଳେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛି ବିଜେପି। ପୁରୀ ଜିଲ୍ଲା ପିପିଲିର ଲକ୍ଷ୍ମୀନାରାୟଣପୁରଠାରେ ପ୍ରତିବର୍ଷ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରୁଥିଲାବେଳେ ଗତକାଲି କିନ୍ତୁ ସେଠାରେ ବିଜେଡ଼ିର ଦବଦବା ଦେଖିବାକୁ ମିଳିଥିଲା। କେବେଳ ବିଜେପି ନେତା ନୁହନ୍ତି ଓଡିଆ ଚଳଚିତ୍ର ତଥା ବଲିଉଡର ଆଗାଧଡିର ଅଭିନେତା ମିଥୁନ ଚକ୍ରବତ୍ତୀବି ଉପସ୍ଥିତ ରହିଥିଲେ।

https://www.instagram.com/p/CrYmbnbLpo2/

ଶ୍ରୀ ଚକ୍ରବର୍ତ୍ତୀ ମୁଣ୍ତରେ ଗାମୁଛା ଭିଡ଼ି ଚାଷଜମିରେ ବିହନ ବୁଣିବା ସହ ହଳ ବୁଲାଇଥିଲେ। ଏହାପରେ ସେଠାରେ ଆୟୋଜିତ ସଭାରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିନୀତ ଓଡିଆ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍‌ବୋଧନ ଦେବା ଅବସରରେ ସେ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶା ଆହୁରି ସୁନ୍ଦର ଓ ଶସ୍ୟଶ୍ୟାମଳା ହେବ।ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଏହି ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ‌ରେ ସାମିଲ୍‌ ହୋଇ ବିହନ ବୁଣିବା ସହ ହଳ ବୁଲାଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.