ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍’ (ସେନ୍ସର୍ ବୋର୍ଡ)ର ୧୪ ଜଣିଆ ସଦସ୍ୟ ଭିତରେ ଓଡ଼ିଆ ଅଭିନେତା ଅଖିଳ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଆଲବମ୍ ଓ ଚଳଚ୍ଚିତ୍ର ଆଦି କରି ବେଶ୍ ଖ୍ୟାତି ଅର୍ଜନ କରିଥିବା ଅଖିଳ ଆଜି ବୋର୍ଡର ସଦସ୍ୟତା ପାଇବାରେ ସକ୍ଷମ ହୋଇଛନ୍ତି।
‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍’ (ସେନ୍ସର୍ ବୋର୍ଡ)ର ୧୪ ଜଣିଆ ସଦସ୍ୟ ଭିତରେ ଓଡ଼ିଆ ଅଭିନେତା ଅଖିଳ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଓଡ଼ିଆ ମଞ୍ଚ ନାଟକ, ଧାରାବାହିକ, ଆଲବମ୍ ଓ ଚଳଚ୍ଚିତ୍ର ଆଦି କରି ବେଶ୍ ଖ୍ୟାତି ଅର୍ଜନ କରିଥିବା ଅଖିଳ ଆଜି ବୋର୍ଡର ସଦସ୍ୟତା ପାଇବାରେ ସକ୍ଷମ ହୋଇଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ମୋତେ ଏହି ଗୁରୁତ୍ବପୂର୍ଣ୍ଣ ବୋର୍ଡରେ ସ୍ଥାନ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୁଁ ଚଳଚ୍ଚିତ୍ର ନିର୍ମାଣ କରିବା ବେଳେ ସାର୍ଟିଫିକେସନ୍କୁ ନେଇ ମୋ ଭିତରେ ଅନେକ ଭୟ ରହିଥିଲା। କିନ୍ତୁ ଆଜି ମୁଁ ସେହି ବୋର୍ଡର ସଦସ୍ୟ ହୋଇଥିବାରୁ ଭାରୀ ଖୁସି ଲାଗୁଛି। ଏହା ପଛରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ବିଶେଷ ଭୂମିକା ରହିଛି। ସେ ମୋର ସମସ୍ତ ଦସ୍ତାବିଜ୍କୁ ବୋର୍ଡରେ ପହଞ୍ଚାଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।