ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍ଆଇଆର୍।
ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍ଆଇଆର୍। କେନ୍ଦ୍ରୀୟ ସରନା ସମିତିର ସଭାପତି ଅଜୟ ତିର୍କୀ ତାଙ୍କ ବିରୋଧରେ ଦେଇଛନ୍ତି ଏହି ଏତଲା।ଶ୍ରୀ ତିର୍କୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାଖୀ ସାୱନ୍ତ ଆଦିବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, ‘ଆପଣମାନେ ମୋ ନୂଆ ଲୁକ୍ ଦେଖୁଛନ୍ତି? ଏହା ହେଉଛି ଟ୍ରାଇବାଲ୍ ଲୁକ୍…’। ରାଖୀ ଏକ ସେମି-ନ୍ୟୁଡ୍ ଆଉଟ୍ଫିଟ୍ ପିନ୍ଧି ତାହା ଆଦିବାସୀଙ୍କ ପୋଷାକ ବୋଲି କହୁଛନ୍ତି। ଏହା ଆଦିବାସୀ ମହିଳାଙ୍କ ସମ୍ମାନକୁ କ୍ଷୁଣ୍ଣ କରିଛି। ତା’ ସହିତ ଏହା ପୂରା ସଂପ୍ରଦାୟକୁ ଅପମାନିତ କରିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।