News

ଅକ୍ଷୟ କୁମାରଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଅଭିନବ ଶୁଭେଚ୍ଛା

Ed Yzkyucaay8q3 750x430

କେତେବେଳେ ଆକ୍ସନ ଷ୍ଟାର୍, କେତେବେଳେ ରୋମାନ୍ସର ବାଦଶାହ ପୁଣି କେତେବେଳେ କମେଡି କିଙ୍ଗ ଏଭଳି ଏକାଧିକ ଚରିତ୍ରରେ ସେ ନଜର ଆସିଛନ୍ତି ପରଦାରେ ରାଜ କରୁଛନ୍ତି ଖିଲାଡି ମାଷ୍ଟର ଅକ୍ଷୟ କୁମାର।  ୯ ସେପ୍ଟେମ୍ବର ୧୯୬୭ରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ୍ ଭାଟିଆ । ତାଙ୍କ ଜନ୍ମଦିନକୁ ନେଇ  ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଥିଲେ | ତେବେ ଏହି ବାଲୁକା କଳାକୁ ଖୁବ ପସନ୍ଦ କରିଛନ୍ତି ଅକ୍ଷୟ କୁମାର |

ଏହି ବାଲୁକା କଳାଟି ଖୁବ ସୁନ୍ଦର ବୋଲି ଅକ୍ଷୟ ଟ୍ୱିଟରରେ ଲେଖିଛନ୍ତି | ଖିଲାଡୀ ଷ୍ଟାରଙ୍କ ଜନ୍ମଦିନ ଅବସରରେ ସୁଦର୍ଶନ ଲେଖିଥିଲେ ଯେ ଉଚ୍ଚକୋଟିର ଅଭିନୟ ସହ ସାମାଜିକ ବାର୍ତ୍ତା ସବୁବେଳେ ଅନୁପ୍ରେରଣା ଦେଇଥାଏ | ଏହାକୁ ରିଟ୍ୱିଟ୍ କରି ଖିଲାଡୀ ଷ୍ଟାର ଅକ୍ଷୟ କୁମାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ପଢନ୍ତୁ:  ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି

Related posts

ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର : ୧୦ଟି ବ୍ୟାଙ୍କ ମିଶି ହେଲା ୪ଟି ବଡ଼ ବ୍ୟାଙ୍କ

Ratnamani Moharana

୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Ratnamani Moharana

ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ମାନସିକ ପୂରଣ ପାଇଁ ସୁନା ମୁକୁଟ ଦାନ

Ratnamani Moharana

Leave a Comment