ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।
ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି ଏହି ଭାରତରୁ। ଯେତେବେଳେ ବି ଲୋକମାନେ ମୋତେ ମୋର ନାଗରିକତ୍ବ ବିଷୟରେ ପଚାରନ୍ତି ମୋତେ ବହୁତ ଖରାପ ଲାଗିଥାଏ। ଖୁବଶୀଘ୍ର ମୁଁ କାନାଡାର ନାଗରିକତ୍ୱ ଛାଡ଼ିବାକୁ ଯାଉଛି।’
ଅକ୍ଷୟ କାନାଡାର ନାଗରିକତ୍ୱ ନେଇ କହିଛନ୍ତି, ୧୯୯୦-୨୦୦୦ ଦଶକର କଥା। ଏହି ସମୟରେ ମୋର ୧୫ ଫିଲ୍ମ ଅସଫଳ ରହିଥିଲା। ତେଣୁ ଅଭିନୟ ଛାଡ଼ି ଆଉ କିଛି କରିବାକୁ ସ୍ଥିର କରି କାନାଡାରେ ଥିବା ବନ୍ଧୁଙ୍କ ସହିତ ଯୋଗାଯୋଗ କରିଥିଲି। ଆଉ କାନାଡା ଯିବାକୁ ସ୍ଥିର କରି ନାଗରିକତ୍ୱ ଲାଗି ଆବେଦନ କରିଥିଲି।ଏହି ଆବେଦନ ପରେ ମୋର ଦୁଇଟି ସିନେମା ସୁପରହିଟ୍ ହୋଇଥିଲା। ଏହାପରେ ଭାରତ ଫେରି କାମ କରିବାକୁ ସ୍ଥିର କରିଥିଲି। ଭାରତରେ ସଫଳତା ପାଇ ଚାଲିଥିଲି। ଆଉ କାନାଡାରେ ଥିବା ନାଗରିକତ୍ୱ ବଦଳାଇବାକୁ ଧ୍ୟାନ ଦେଇ ନଥିଲି। ପାସପୋର୍ଟ ବି ସେଠାକାର ରହିଯାଇଥିଲା। କିନ୍ତୁ ଏବେ କାନାଡ଼ାର ନାଗରିକତ୍ୱ ଛାଡ଼ିବାକୁ ସ୍ଥିର କରିଛି।’
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।